Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସାଧାରଣ ଭାବରେ ଆସ୍ଥା ଘରର ଯାବତୀୟ କାମ ସହିତ ସମ୍ଭବ ଆଉ ପିଲାମାନଙ୍କର ଯତ୍ନ ଯେମିତି ନେବା କଥା ନେଉଛି ।କେହି କିଛି ଅନୁଭବ କରିବା ଭଳି କିଛି ବି ନୂଆ କିମ୍ବା ଅଲଗା ନଥିଲା ଆସ୍ଥା ର ଵ୍ୟବହାର କିମ୍ବା ଚାଲିଚଳଣୀ ରେ !!!!…

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ…

ମା’ ମହାଗୌରୀ

ନବରାତ୍ରର ନବସ୍ୱରୂପର ଅଷ୍ଟମ ରୂପ ‘ମା’ ମହାଗୌରୀ ’ ନବରାତ୍ରର ଅଷ୍ଟମ ଦିବସରେ ମା' ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ…

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରବ କାଢ଼ିଲେ ବଳ କ୍ଷୟ ନିରବେ କରିହୁଏ ଜୟ କଥା ଶୁଣି କହିଲେ କଥା ଅସ୍ଥିର ବକ୍ତା ଆଉ ଶ୍ରୋତା ଯାହା କରିବ ଭାବ ମନେ କାହାକୁ କହନାହିଁ ଦିନେ ଯାହା କରିସାରିଛ, କହ ଏହି ସଂସାରେ ସୁଖେ ରହ ଉଦ୍ଦେଶ୍ୟ, ଯୋଜନା ଘୋଷଣା…

ପରଲୋକରେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା

ଭୁବନେଶ୍ୱର: ପରଲୋକରେ ବରଗଡ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କିଡନୀ ରୋଗ ସହିତ ଅନେକ ରୋଗର ଆକ୍ରାନ୍ତ ହେବା ପରେ ନିକଟରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତିରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଅନେକ ତୀର୍ଥ ଅନେକ ସ୍ଥାନ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ନରେନ୍ଦ୍ର ପୁଷ୍କରିଣୀ। କିନ୍ତୁ ଏହା ପଞ୍ଚ ତୀର୍ଥ ମଧ୍ୟରେ…

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ-୨.୦ରେ ଓଡ଼ିଶାକୁ ୯ଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ୨.୦ ଅଧୀନରେ ଓଡ଼ିଶାକୁ ୯ ଟି ପୁରସ୍କାର। ରବିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ‘ସୁଜଲମ୍’ ଅଭିଯାନରେ ୨ଟି ପୁରସ୍କାର ପାଇଥିବା ବେଳେ ସର୍ବେକ୍ଷଣ…

ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ

ଗୁଆହାଟୀ :  ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା । https://twitter.com/BCCI/status/1576628071897104387?s=20&t=Iz1trZGtaJQwvT0JVjrEaQ…

ସି-ଭୋଟର ଏବିପି ସର୍ଭେ: ଗୁଜରାଟରେ ପୁଣି ବିଜେପି ଗଢ଼ିବ ସରକାର!

ନୂଆଦିଲ୍ଲୀ: ସି ଭୋଟର- ଏବିପି ନିଉଜ ସର୍ଭେରେ  ଗୁଜରାଟରେ ପୁଣି ସରକାର ଗଢ଼ିବାକୁ ଯାଉଛି ବିଜେପି । ଓପିନିଅନ ପୋଲରେ ବିଜେପିକୁ ଗତଥର ପାଇଥିବା ୯୯ ଆସନରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି । ଏବିପି ନିଉଜ- ସି ଭୋଟର ସର୍ଭେରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟରେ ବିଜେପି…