Latest Odisha News

BREAKING NEWS

ବିଳମ୍ବିତ ରାତିରେ ଜଳିଗଲା ୬ ବାଇକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଏକା ସାଙ୍ଗରେ ଜଳିଗଲା ୬ ବାଇକ ।  ଜଳିଗଲା  ନା ଜାଳି ଦିଆଗଲା ଜଣାପଡିନି । କେମିତି ଜଳିଲା ବି ସ୍ପଷ୍ଟ ହୋଇନି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆା ଗାଁରେ  ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍  । ୩ ହଜାର ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ସ୍ପେଶାଲ କୋର୍ଟରେ ଦାଖଲ କରିଛି ଭିଜିଲାନ୍ସ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଚାର୍ଜସିଟ୍…

ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଙ୍ଗକିତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସ ଅଧ୍ୟକ୍ଷା ଡା. ଅଙ୍ଗକିତା ଦତ୍ତଙ୍କୁ  ବହିଷ୍କାର କଲା କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର…

ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି, ପୂରା କଣ୍ଟେନର ଟେକି ନେଲେ ଚୋର

ଓଟ୍ଟାୱା: ସୁନା ଭର୍ତ୍ତି କଣ୍ଟେନରକୁ ଚୋର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଚୋରି କରି ନେଇଛନ୍ତି । ଏ ଘଟଣା ଘଟିଛି ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ । କାନାଡ଼ାର ଟୋରାଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କଣ୍ଟେନର ପହଞ୍ଚିଥିଲେ । ଯେଉଁ କଣ୍ଟେନରରେ ଥିଲା…

ଇସ୍ରୋ ଆଜି ଉତକ୍ଷେପଣ କରିବ ପିଏସଏଲଭି-ସି୫୫ ରକେଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO) ଆଜି ଦିନ ୨ଟା ୧୯ରେ ପିଏସଏଲଭି-ସି୫୫ ରକେଟର ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସିଙ୍ଗାପୁରର ୨ଟି ସାଟେଲାଇଟ୍ ସହ ଓ ଇସ୍ରୋର ପିଓଇଏମକୁ ମହାକାଶକୁ ପଠାଯିବ । ସିଙ୍ଗାପୁରର ୨ଟି ସାଟେଲାଇଟକୁ…

ଚେନ୍ନାଇ ସୁପର କିଙ୍ଗ୍ସକୁ ଶକ୍ତ ଝଟ୍‌କା: ସପ୍ତାହେ ପାଇଁ ଖେଳିବେନି ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଶକ୍ତ ଝଟ୍‌କା। ଗୋଡ଼ ଆଙ୍ଗୁଳିରେ ଆଘାତ ଯୋଗୁ ସପ୍ତାହେ ପାଇଁ ଖେଳିବେନି ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହି ସୂଚନା ଦେଇଛନ୍ତି। ଷ୍ଟୋକ୍ସ ଦଳ ପାଇଁ ମାତ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହାପରେ…

ଆଜି ସରକାରୀ ବଙ୍ଗଳା ଖାଲି କରିବେ ରାହୁଲ; ଅଧିକାରୀଙ୍କୁ ହସ୍ତାନ୍ତର କରିବେ ଚାବି

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ବିବାଦରେ ଫସିବା ପରେ ସଂସଦ ପଦ ହରାଇଥିବା  କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସରକାରୀ ବାସଭବନ ଛାଡିବେ । ଏହି ମାମଲାରେ  ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାହୁଲ ତାଙ୍କ ସଦସ୍ୟତା ହରାଇଥିଲେ । ପରେ ତାଙ୍କୁ ସରକାରୀ ବାସଭବନ…

ଟ୍ୱିଟରକୁ ଟକ୍କର ଦେବ ବ୍ଲୁ ସ୍କାଏ; ୨୫୬ ଶବ୍ଦରେ କରି ହେବ ପୋଷ୍ଟ

ୱାଶିଂଟନ: ଟ୍ୱିଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସୀ ଏପ୍ରିଲ ୨୦ ତାରିଖରେ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ବ୍ଲୁ ସ୍କାଏ ଆପ୍‌କୁ ଲଞ୍ଚ କରିଛନ୍ତି। ଏହି ଆପ୍‌ ଟ୍ୱିଟର ଏକ ବିକଳ୍ପ ଆପ୍ ବୋଲି କୁହାଯାଉଛି। ଏପଟେ ଟ୍ୱିଟର ସମସ୍ତଙ୍କ ଆକାଉଣ୍ଟରୁ ଫ୍ରି ବ୍ଲୁଟିକ୍ ହଟାଇ ଦେଇଛି। ବ୍ଲୁ ଟିକ୍ ନେବାକୁ…

ବ୍ଲୁ ଟିକ୍‌ ପାଇବା ପରେ ଏଲନମସ୍କଙ୍କ ପାଇଁ ଗୀତ ଗାଇଲେ ବିଗ୍‌ ବି ଅମିତାଭ  

ଭୁବନେଶ୍ୱର : ରାତି ଅଧରେ ହଟିଯାଇଥିଲା ବଡ଼ବଡ଼ିଆଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁଟିକ୍‌ । ଆଉ ଏହାକୁ ନେଇ ସମସ୍ତେ ବିବ୍ରତ ହୋଇପଡ଼ିଥିଲେ । ସମସ୍ତଙ୍କ ଠାରୁ ଅଧିକ ବ୍ୟତିବ୍ୟସ୍ତ ହୋଇଥିଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ବ୍ଲୁ ଟିକ୍‌ ପାଇବା ପରେ ଖୁସିରେ ଗୀତ ଗାଇବାକୁ ଲାଗିଲେ…

ଖସିବାରେ ଲାଗିଛି ସୁନା ଦର; ଜାଣନ୍ତୁ ଏଇ ସପ୍ତାହରେ କେତେ କମିଛି

ନୂଆଦିଲ୍ଲୀ: କମିବାରେ ଲାଗିଛି ସୁନା ଦର । ଆଶ୍ଚର୍ଯ୍ୟଜନକ ଭାବେ ଖସିବାକୁ ଲାଗିଛି । ଗତ କଛି ସପ୍ତାହ ହେଲା ସୁନା ଦରରେ ବୃଦ୍ଧି ପରିଲକ୍ଷିତ  ହୋଇଥିଲା । ଚଳିତ ସପ୍ତାହ ସାରା ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଉପରେ ରହିଥିବାବେଳେ ଶୁକ୍ରବାର ୬୦, ୪୪୬ରେ ବନ୍ଦ କରାଯାଇଥିଲା । ସେହିପରି…