Latest Odisha News

‘ଉଡ୍ର’ ତରଫରୁ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବର୍ଷିଆନ୍ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତ ଅନିତା ଦାସଙ୍କ ଆଜି ଜନ୍ମଦିନ । ସେହି ଦିନକୁ ମନେ ରଖିବା ପାଇଁ ଆଜି ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ପରାମର୍ଶଦାତା ତଥା ‘ମୋ କଲେଜ’ ଅଧ୍ୟକ୍ଷ (ଓଡ଼ିଶା ସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ ‘ଉଡ୍ର’ ତରଫରୁ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ, ବିକାଶ ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ । କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଜ୍ଞାନ ବିପ୍ଲବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର…

ପିଏଫଆଇର ଧମକ : କେରଳରେ ପ୍ରମୁଖ ଆରଏସଏସ ନେତାଙ୍କୁ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

ନୂଆପଡା: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ନୂଆପଡା ଜିଲ୍ଲା ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆଇନଜୀବୀ ସତ୍ୟ ନାରାୟଣ ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସତ୍ୟଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତ…

୨ ଲକ୍ଷ ଟଙ୍କା ସହ ଲୁଟେରାକୁ ଗିରଫ କଲା ବୌଦ୍ଧ ପୁଲିସ

ବୌଦ୍ଧ : ବୌଦ୍ଧ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେଉଥିବାର ଅନେକ ଅଭିଯୋଗ ଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ,  ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଯାଇ ଏହିଭଳି  ଟଙ୍କା ଲୁଟ୍‌ ଘଟଣାର…

କଟକରେ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା କରିବା ପାଇଁ କମିଶନରେଟ୍‌ ପୋଲିସ ସହଯୋଗରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି  । ସେଥିପାଇଁ  ସହରକୁ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ ବୋଲି କହିଛନ୍ତି କମିଶନରେଟ୍‌…

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର :  ଆଜିଠାରୁ ଦେଶରେ ଆରମ୍ଭ ହେଲା  ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ…

[ଦେଖନ୍ତୁ ଭିଡିଓ] କାଷ୍ଟିଂ କାଉଚ୍ ଅଭିଯୋଗର ‘ଅକ୍ଷୟ’ ଅଧ୍ୟାୟ, କିଏ କହୁଛି ସତ ?

ଭୁବନେଶ୍ୱର: ପ୍ରଥମେ ଯୌନ ଶୋଷଣ ଅଭିଯୋଗ ଯୁବତୀ ଆଣିବା ପରେ ଏବେ ଅକ୍ଷୟ ପରିଜା ପାଲଟା ଏତଲା ଦେଇଛନ୍ତି । ଅନ୍ୟପଟେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂର୍ତ୍ତର କେତେ ଗୁଡ଼ାଏ ଅଶ୍ଲୀଳ ଫଟୋ । ଯେଉଁଥିରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଜଣେ ଯୁବତୀ ଥିବା ଦେଖା ଯାଉଛି । ଯାହାକି…

ଡିସିପି ଅଫିସ ଘେରାଉ କଲା ବିଜେପି 

ଭୁବନେଶ୍ୱର :  ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି  । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ…

ନବରାତ୍ର ପୂଜା ପାଇଁ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚାଲିଛି ଜଗତଜନନୀ ମା’ଙ୍କ ଆରାଧନା ।  ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି ମା’ ବିରଜା । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…