ଖତ୍ରୋ କେ ଖିଲାଡ଼ିରେ ସାମିଲ ହେଲେ ଟିଭି ଦୁନିଆର ଦୁଇ ଲୋକପ୍ରିୟ ବୋହୂ
ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି ଶୋ ‘ଖତୋର୍୍ କେ ଖିଲାଡି' ର ନୂଆ ସିଜିନ୍୧୩କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୋ’ର ପ୍ରତିଯୋଗୀମାନଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଟିଭି ଦୁନିଆର ଦୁଇ ଲୋକପ୍ରିୟ ବୋହୂ ଏବେ ରୋହିତ ଶେଟ୍ଟୀଙ୍କ ଏହି ସୋ’ରେ…