Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଦେଶର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେଶ ହେବାରୁ ସ୍ବତଂତ୍ର ଚଳିଲା ଏଠି ଗଣତଂତ୍ର ଅଜଣା ଯେଣୁ ସୂତ୍ର, ମଂତ୍ର ହୋଇନି ଏବେ ବି ଏକତ୍ର ଦେଶକୁ ଏକ ବୋଲି ଭାବି ଗୋଟେ ତାଲାକୁ ଗୋଟେ ଚାବି ରଖିବା ପାଇଁ ନୀତି, ବିଧି ଚଳିପାରିନି ଅଦ୍ୟାବଧି ଅନେକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ମଧ୍ୟରେ ସର୍ବ ପୁରାତନ ଆଶ୍ରମ ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ ମାର୍କଣ୍ଡ ସରୋବର କୂଳରେ ଅବସ୍ଥିତ। ଏହି…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ମେଘାଳୟ ରାଜ୍ୟପାଳ ଅବସର ନେଲେ

ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ…

ଆଉ କିଛି ଘଣ୍ଟା ପରେ ଭାରତରେ ଆରମ୍ଭ ହେବ 5 ଜି ଯୁଗ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି 5ଜି ସେବା ଯୁଗ । ପ୍ରଧାନମନ୍ତ୍ରୀ ଭାରତରେ 5ଜି ସେବାକୁ ଉଦଘାଟନ କରିବେ । ଇଣ୍ଡିଆନ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 5 ଜି ସେବାକୁ ଲଂଚ୍ କରିବେ ।  ଜିଓ ଏବଂ ଏୟାରଟେଲ ଭାରତରେ ପ୍ରଥମେ 5ଜି ସେବା…

ଭାରତକୁ ଲୁଟିଛନ୍ତି ପଶ୍ଚିମ ଦେଶ,ଋଷକୁ ଲୁଟିପାରିବେ ନାହିଁ: ପୁଟିନ

ମସ୍କୋ:  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ସମୁହ ଉପରେ ବର୍ଷିଛନ୍ତି । ପଶ୍ଚିମ ଦେଶମାନେ ଭାରତକୁ ଲୁଟିଥିବା ବେଳେ ଏବେ ଋଷକୁ ଲୁଟିବାକୁ ଇଚ୍ଛା ରଖିଥିବା କହିଛନ୍ତି । ଶହ ଶହ ବର୍ଷ ଧରି ଏସିଆ, ଆଫ୍ରିକାର ଦେଶମାନଙ୍କୁ ଲୁଣ୍ଠନ କରିଥିବା ପଶ୍ଚିମଦେଶମାନେ ଋଷ ଉପରେ ଏପରି ନଜର…

ପବିତ୍ର ଦୁର୍ଗାପୂଜା ଅବସରରେ ବିଦ୍ୟୁତ୍ ସୁରକ୍ଷାକୁ ନେଇ ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ପବିତ୍ର ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ।  ଉତ୍ସବ ଋତୁ ଅବସରରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟାଟା ପାୱାର୍ ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପ୍ରସ୍ତୁତ ହୋଇ ରହିଛି ଏବଂ…

କେଜ୍ରିଓ୍ୱାଲଙ୍କୁ ଘରକୁ ଡାକିବାକୁ ସଂଘ କହିଥିଲା: ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି

ଅହମଦାବାଦ: ସେପ୍ଚେମ୍ବର 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିରେ ସାମିଲ ହୋଇଥିଲେ ନିକଟରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି। ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲ ଅଟୋରେ…

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ: ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ବି କାହିଁକି ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି?

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି। ଆଉ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଘେରିଛି କଂଗ୍ରେସ। ଭାଇରାଲ ହୋଇଥିବା ଅଡିଓ କଲରେ ମନ୍ତ୍ରୀ ସମୀର ଦାଶ ଏବଂ ଯେଉଁ ସାମ୍ବାଦିକଙ୍କୁ ଧର୍ମେନ୍ଦ୍ର ସବୁ…

ଇଂରାଜୀରେ ଦୁର୍ବଳ ଥିଲେ ଏଥର ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇ ହୋଇପାରିବେ ଓଏଏସ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୁକ୍ରବାର ରାଜ୍ୟ ସରକାର ବଡ଼ ଧରଣର ସଂଶୋଧନ ଆଣିଛନ୍ତି। ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇଛି । ଯେଉଁଥିରେ ପ୍ରାର୍ଥୀମାନଙ୍କ ପାଇଁ ଦୁଇଟି ଇଚ୍ଛାଧୀନ…

ଫିଲ୍ମରେ ସୁଯୋଗ ଦେବା ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: କାଷ୍ଟିଂ କାଉଚ ବିବାଦରେ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମରେ ସୁଯୋଗ ଦେବେ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ମାମଲାରେ ଛନ୍ଦି ହେବା ପରେ ଥାନାରେ ପାଲଟା ଏତଲା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା…