ପରକୀୟା ପ୍ରୀତି ପାଇଁ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ହାତରେ ହାତକଡ଼ି
ଭୁବନେଶ୍ୱର: ପରକୀୟା ପ୍ରୀତି ପାଇଁ ନିନ୍ଦିତ ହେବା ବଦଳରେ ସାରା ରାଜ୍ୟରେ ସୋଶିଆଲ ମିଡିଆ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଚି କରି ପାରିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ଗିରଫ। ଜଣେ ବିବାହିତା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆଲୋକ ଭୋଳକୁ…