Latest Odisha News

BREAKING NEWS

‘ବିଗ୍ ବସ୍-୧୬’ ହୋଷ୍ଟ କରିବା ପାଇଁ ୧୦୦୦ କୋଟି ନେଉଛନ୍ତି କି ସଲମାନ ଖାନ?

ମୁମ୍ବାଇ: ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍'ର ୧୬ ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସଲମାନ ଖାନ ଶୋ' ପାଇଁ କେତେ ଟଙ୍କା ନେଉଛନ୍ତି ସେ ବିଷୟରେ ଜୋରସୋର ଆଲୋଚନା ଚାଲିଛି। କୁହାଯାଉଛି ଯେ ସଲମାନ ଏହି ସିଜିନ ପାଇଁ ୧୦୦୦ କୋଟି ଟଙ୍କା ନେଉଛନ୍ତି। ଏହି ଖବର ଉପରେ…

ଆଣ୍ଟିବାୟୋଟିକର ମାତ୍ରାଧିକ ସେବନ ଆପଣଙ୍କୁ କରିପାରେ ବଧିର

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ମାତ୍ରାଧିକ ବ୍ୟବହାର ଆପଣଙ୍କୁ ବଧିର କରିପାରେ ଏବଂ କାନର କୋଷଗୁଡ଼ିକ…

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  । କଟକ ଜିଲ୍ଲା ଓଲଟପୁରସ୍ଥିତ…

୫୫ କୋଟି ଟଙ୍କା ବ୍ୟୟରେ ଏମକେସିଜିରେ ହେବ କର୍କଟ ଯତ୍ନ କେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିର୍ମାଣ ହେବ ୧୦୦ ଶଯ୍ୟା ନୂତନ କର୍କଟ ଯତ୍ନ କେନ୍ଦ୍ର। ୪ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। କଲିକତାର ଏକ ଘରୋଇ ସଂସ୍ଥା ଏହି କେନ୍ଦ୍ର ନିର୍ମାଣ କରିବାକୁ ଟେଣ୍ଡର ହାତେଇଛି।…

ହାଡ଼କୁ କିପରି ରଖିବେ ମଜବୁତ ?

ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ। ରୋଗ ପ୍ରତିରୋଧକ ଶକ୍ତି ଯଦି ଭଲ ଥାଏ ତେବେ ଏକ ସୁସ୍ଥ ଶରୀର ଗଠନ ହୁଏ। ଶରୀରର ବିକାଶ ପାଇଁ ହାଡ଼ର ବିକାଶ ହେବା ଜରୁରୀ। ଆଉ ଏହି ହାଡ଼କୁ ମଜବୁତ ଏବଂ ଶକ୍ତିଶାଳୀ ରଖିବା ଆପଣଙ୍କର ଦାୟିତ୍ୱ। ବିଶେଷଜ୍ଞଙ୍କ ଅନୁଯାୟୀ ହାଡ଼ ସବୁବେଳେ…

ସାବଧାନ: ନକଲି ଡକ୍ୟୁମେଂଟ ଦେଇ ସିମ କାର୍ଡ କିଣିଲେ ଭୋଗିବେ ଜେଲଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ବଜ୍ର ପଡିବାକୁ ଯାଉଛି । ଯେଉଁମାନେ ଏ ଭଳି କରୁଛନ୍ତି ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ…

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଆଜି ମେଫେୟାର ହୋଟେଲରେ…

ସାବଧାନ! ଏହି ନୂତନ ମାଲୱେର ହ୍ୟାକ କରୁଛି କ୍ରେଡିଟ କାର୍ଡ, ପାସୱାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଣ୍ଟର୍ନେଟ ଜଗତରେ ଗତ କିଛି ଦିନ ହେବ ନୂତନ ମାଲୱେର ଏରବିୟମ ନାମକ ଭାଇରସ ଚହଳ ସୃଷ୍ଟି କରିଛି। ଏହି ମାଲୱେର ଲୋକପ୍ରିୟ ଭିଡିଓ ଗେମ୍ ମାଧ୍ୟମରେ କ୍ଷତି ଘଟାଉଛି ଏବଂ ଲୋକଙ୍କ କ୍ରେଡିଟ୍ କାର୍ଡ ସୂଚନା, ପାସୱାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛି। ଏହା…

ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ମହିଳାମାନଙ୍କୁ ଏକ ବଡ ଅଧିକାର ପ୍ରଦାନ କରିଛନ୍ତି । ଏହା ଅନୁସାରେ ବିବାହିତ ଓ ଅବିବାହିତ ସମସ୍ତ ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ । ମେଡିକାଲ ଟିର୍ମନେଶନ ଅଫ ପ୍ରେଗେନ୍ସି ଆକ୍ଟ ଅନୁସାରେ ୨୪ ସପ୍ତାହ ପର୍ଯ୍ୟନ୍ତ…

ଅନୁବାଦ କବିତା : ଏଥର କବିତା ଲେଖି

ମୂଳ ରଚନା : ସୁନୀଲ ଗଙ୍ଗୋପାଧ୍ୟାୟ  ଏଥର କବିତା ଲେଖି ମୁଁ ଏକ ରାଜ ପ୍ରସାଦ ବନେଇବି, ମୋର ଇଚ୍ଛା ଏଥର କବିତା ଲେଖି ମୁଁ ଏକ ପୋଣ୍ଟିୟାକ କାର ଚଢ଼ିବି ମୁଁ ଠିକ ରାଷ୍ଟ୍ରପତି ନହେଲେ ବି ତିନି ପାଦ ଭୂମି ପାଇଁ ପାଦ ଟେକି ରଖିବି। ମେଷ ପାଳକର ଗୀତରେ ଏ ପୃଥିବୀ ଋଣୀ ବହୁଦିନ…