Latest Odisha News

BREAKING NEWS

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା…

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଚଳିତ ଆଇପିଏଲ ସଂସ୍କରଣର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦିଲ୍ଲୀ କ୍ୟାପିଟାଲସକୁ ୫୦ ରନରେ ପରାସ୍ତ କରିଛି। ଘରୋଇ ପିଚରେ କେ.ଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ମ୍ୟାଚ ଜିତି ଚଳିତ ଆଇପିଏଲରେ ବିଜୟ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍ ୨୦୨୩ର ଦ୍ୱିତୀୟ ଦିନରେ ଲକ୍ଷ୍ନୌ ଏବଂ…

ଦେଶରେ ବିରୋଧୀଙ୍କ ସମାଲୋଚନା, ସାରା ବିଶ୍ବରେ କିନ୍ତୁ ରେଟିଂରେ ଏକ ନମ୍ବର ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଆରମ୍ଭ କରି ପାଖାପାଖି ୨୦ ବିରୋଧୀ ଦଳ ବିଭିନ୍ନ କଥା କହି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଛନ୍ତି ସେହି ସମୟରେ ଆମେରିକାର ଏକ ସଂସ୍ଥାର ସର୍ଭେ ଦର୍ଶାଇଛି ମୋଦୀ…

ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍‌ଲିମ୍ ମହିଳା

କୁହାଯାଏ, ଯିଏ ଈଶ୍ୱର ସିଏ ଆଲ୍ଲା, ସିଏ ହିଁ ପ୍ରଭୁ ଯିଶୁ । କେବଳ ନିଜ ମନର ଆଧାରରେ ମଣିଷ ତାକୁ ଭାଗ ଭାଗ କରେ । ଅର୍ଥାତ୍ ସବୁ ଧର୍ମର ମୂଳମନ୍ତ୍ର ଏକ । ଭାଇଚାରାର ଦେଶ ଭାରତରେ ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରିଥାନ୍ତି । ଏହି ଧାରାକୁ ପ୍ରମାଣିତ କରିଛନ୍ତି ଜଣେ…

ଜେଲରୁ ବାହାରି ରାହୁଲ ଗାନ୍ଧୀଙ୍କୁ କଲେ ସମର୍ଥନ, କେନ୍ଦ୍ର ଉପରେ ବର୍ଷିଲେ ସିଦ୍ଧୁ

ଅମୃତସର: ପଟିଆଲା କୋର୍ଟରେ ପାଖାପାଖି ୧୦ ମାସ ରହିବା ପରେ ଜେଲରୁ ମୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଏବେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ବର୍ତ୍ତମାନ ଗଣତନ୍ତ୍ର ଭଳି କିଛି ନାହିଁ। ପଞ୍ଜାବରେ…

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ…

୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ପାଖାପାଖି ୭୦ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ସାଇବରାବାଦ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ୨୪ ରାଜ୍ୟ ଏବଂ ୮ଟି ବଡ଼ ବଡ଼ ସହରର ୬୬.୯ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲେ । ପୋଲିସ ସୂଚନା ଅନୁସାରେ, ଗିରଫ…

ଉଚ୍ଚ ଶିକ୍ଷା ପାଇଁ ଜଣେ ଡାକ୍ତର କେତେ ଦିନ ଛୁଟି ନେଇପାରିବେ? ଜାଣନ୍ତୁ ସଂଶୋଧିତ ନିୟମ

ଭୁବନେଶ୍ୱର: ଡାକ୍ତରମାନଙ୍କୁ ଦିଆଯାଉଥିବା ଷ୍ଟଡି ଲିଭ (ପାଠ ପଢ଼ିବାକୁ ଛୁଟି) ନିୟମରେ ସଂଶୋଧନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଡାକ୍ତରମାନେ ପିଜି ଓ ପିଜି ପରେ ଉଚ୍ଚଶିକ୍ଷା ପାଇଁ ସର୍ଭିସ କ୍ୟାରିୟର ବା ଚାକିରି କାଳରେ ଯଦି ଛୁଟି…

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି…

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି । ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର…