Latest Odisha News

BREAKING NEWS

ଅତ୍ୟଧିକ ମୋଟାପଣ ଗର୍ଭପାତର ମୁଖ୍ୟ କାରଣ….

ବିବାହ ପରେ ମା ହେବା ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଖୁସି ଓ ସୌଭାଗ୍ୟର କଥା ହୋଇଥାଏ । ସନ୍ତାନଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଯେତିକି ଉତ୍ସାହିତ ହୋଇଥାଆନ୍ତି ତା’ଠୁ ଅଧିକ ଉତ୍ସାହିତ ଥାଆନ୍ତି ପରିବାର ଲୋକେ । କିନ୍ତୁ ଏହି ଖୁସି ଗର୍ଭପାତ କାରଣରୁ ଦୁଃଖରେ ପାଲଟି ଯାଏ । ପୂରା ପରିବାର…

ଶହେ ଫୁଟ ଉଚ୍ଚରେ ସାଇକେଲ ଚଳାଇ ଷ୍ଟଣ୍ଟ ଦେଖାଇଲେ ଯୁବକ

ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଅନେକ ଷ୍ଟଣ୍ଟର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୋଟିଏ ପରେ ଗୋଟିଏ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖାଯାଏ । ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ହୋଇଥାଏ ଯେ, ଏହାକୁ ଦେଖିବା ପରେ ଦର୍ଶକଙ୍କ ନିଶ୍ୱାସ ମଧ୍ୟ ଅଟକି ଯାଏ । କିନ୍ତୁ…

ରାଘବଙ୍କ ସହ ହେଲା ପରିଣୀତିଙ୍କ ନିର୍ବନ୍ଧ: ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପରିଣୀତି ଆଙ୍ଗୁଠିରେ ପିନ୍ଧିଥିବା ମୁଦି ସାମ୍ନାକୁ ଆସିବା ପରେ ଏହି ଗୁଜବ ଉଠିଛି । ସୋମବାର ପରିଣୀତି ସେଲିବ୍ରିଟି ମ୍ୟାନେଜରଙ୍କ…

ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଦୁଇଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପୁଣି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ । ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

‘ଫିୟର ଫ୍ୟାକ୍ଟର’ରେ ଯାଆଁଳା ଭଉଣୀ ପିଇଲେ ଗଧର ପରିସ୍ରା : ଶୋ ହୋଇଗଲା ବାତିଲ୍

ମୁମ୍ବାଇ: ଆଜିର ସମୟରେ ଫିଲ୍ମ ଅପେକ୍ଷା ଟିଭି ଶୋ ଅଧିକ ପ୍ରସିଦ୍ଧ । ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଥିଏଟର ଯିବାକୁ ପଡିବ । ହେଲେ ଅନେକ ଅଭିନେତା ଅଭିନେତ୍ରୀ ଟିଭି ଶୋ ମାଧ୍ୟମରେ ଘରେ ଘରେ ପରିଚିତ ହେବାକୁ ଚାହାଁନ୍ତି । ରିଅଲିଟି ଶୋ ‘ଖତ୍‌ରୋ କେ ଖିଲାଡି’ରେ ସାମିଲ ହେବାକୁ ବହୁ…

ରାମଚରଣଙ୍କ ସହ ସ୍କ୍ରିନ୍ ସେୟାର କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଫିଲ୍ମର ସଫଳତା ପରେ ଅଭିନେତା ରାମଚରଣଙ୍କ ଚାହିଦା ଖୁବ୍ ବଢିଯାଇଛି । ଏବେ ତାଙ୍କ ସହିତ କାମ କରିବାକୁ ପ୍ରତ୍ୟେକ ଅଭିନେତ୍ରୀ ଚାହିଁ ରହିଛନ୍ତି । ହେଲେ ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ଼ର ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମ ଜାହ୍ନବୀଙ୍କ ହେବ ଦ୍ୱିତୀୟ ତେଲୁଗୁ…

ଆଇପିଏଲ: ୬୦୦୦ ରନ କ୍ଲବରେ ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୪ର୍ଥ ଖେଳାଳି ଭାବେ ୬୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୪ ରନ କରିଥିବା ବେଳେ ସେ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଥିଲେ । ଏହି…

ନିଆରା ବିବାହ: ରୀତିନୀତିରେ ହେଲା ବାଛୁରୀର ବିବାହ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାନିପଥ: ଏଠି ଥିଲା ନିଆରା ପରିବେଶ । ବାହାଘରର ଆୟୋଜନ କରାଯାଇଥିଲା । ମନ୍ତ୍ର ପଢୁଥିଲେ ବ୍ରାହ୍ମଣ । ଏହାସହିତ ବିବାହାର ରୀତିନିତି ପାଳନ କରାଯାଉଥିଲା । ଲୋକମାନେ ବି ଏହି ବାହାଘରରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ତେବେ ଏହି ବିବାହ ଉତ୍ସବରେ ବର କି ବରବଧୁ ନ ଥିଲେ । ଏହା ସତସତିକା…

ଗ୍ରୀନଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ହାଇଦ୍ରାବାଦ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ୧୯୩ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରିବାକୁ ସକ୍ଷମ ହୋଇଥିଲା । କାମେରୁନ ଗ୍ରୀନ ଦଳ ପକ୍ଷରୁ ସର୍ବାଧିକ ୬୪ ରନ(୪୦ ବଲ, ୬…

ଶିକ୍ଷକଙ୍କ ଅଜବ ସଉକ: ପୁରା ଶରୀରରେ ଟାଟୁ ପାଇଁ ଖର୍ଚ୍ଚ କଲେ ୫୮ ଲକ୍ଷ ଟଙ୍କା

ପ୍ୟାରିସ୍‌: ଟାଟୁ ହେଉଛି ଏପରି ଏକ କଳା, ଯାହାକୁ ଲୋକମାନେ ନିଜ ଶରୀରରେ ପ୍ରୟୋଗ କରନ୍ତି । ପୂର୍ବ କାଳରେ, ଲୋକମାନେ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ , କାହାର ନାମ କିମ୍ବା କୌଣସି ଚିହ୍ନକୁ ଟାଟୁ କରିବା ପାଇଁ ଆଗ୍ରହୀ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହି ଟାଟୁ କରିବାକୁ ପାଗଳ…