Latest Odisha News

BREAKING NEWS

ଜଳ ସମସ୍ୟାକୁ ଦୂର କରିବ ‘ଜଳଦୂତ ଆପ୍’

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ଯେତେ ବୃଦ୍ଧି ପାଉଛି, ସେତେ ପରିବେଶ ପ୍ରଦୂଷଣ ହେଉଛି। ବର୍ତ୍ତମାନ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ଯାହା ଲାଗୁଛି ଆଗାମୀ ଭବିଷ୍ୟତରେ ଜଳ ସମସ୍ୟା ପାଇଁ ଚାଷ କ୍ଷେତ୍ରରେ ପାଣି ନିଅଣ୍ଟ ହୋଇଯିବ। ତେଣୁ ଏହି ଜଳ ସମସ୍ୟାକୁ ଦୂର କରିବା ଲାଗି କେନ୍ଦ୍ର ସରକାର…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତାରେ ଲଞ୍ଚ ହେବ ଜିଓ ୫ଜି ସ୍ମାର୍ଟଫୋନ୍ ଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ…

ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଏକ ୱେବ୍ ସିରିଜ୍ ର ଟପ୍ ପ୍ଲାଟଫର୍ମ ଉପରେ ବିବାଦ ଲାଗି ରହିଛି । ବିବାଦକୁ କେନ୍ଦ୍ର କରି ପୁନର୍ବାର ତାହା ଉପରେ ହେଉଛି ନେଟଫ୍ଲିକ୍ସ ଏବଂ ଏଥିରେ ପ୍ରଦର୍ଶିତ ସିରିଜ୍ ହେଉଛି 'ଏ ସୁଟେବଲ୍ ବୟ ' । ୧୯୯୩ ରେ ବିକ୍ରମ ସେଥଙ୍କ ପ୍ରକାଶିତ ଉପନ୍ୟାସ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱପ୍ନିଲଙ୍କ ମୃତ ଦେହ ପାଖରୁ କୌଣସି ସମ୍ପର୍କୀୟଙ୍କ ଫୋନ ନମ୍ବର କିମ୍ବା ଠିକଣା ମିଳି ନ ଥିଲା ! ତାଙ୍କ ମୋବାଇଲ ଫୋନରୁ ପୁଲିସ ଯାହା ଯାହାକୁ ଫୋନ କରିଥିଲା ସମସ୍ତେ ତାଙ୍କର ସାଙ୍ଗ ସାଥି ଶୁଭ ଚିନ୍ତକ ଥିଲେ ! ସାଙ୍ଗ ସାଥି…

ମା’ ଚନ୍ଦ୍ରଘଣ୍ଟା

ନବରାତ୍ରର ନବସ୍ୱରୂପରତୃତୀୟ ରୂପ ‘ମା' ଚନ୍ଦ୍ରଘଣ୍ଟା ’ ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ…

ସେ ନାହାଁନ୍ତି ସତ, ଏବେ ବି ତାଙ୍କୁ ଶୁଣୁଛନ୍ତି ଦେଶବାସୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁର ସମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଯାହାଙ୍କର ପ୍ରତିଟି ଗୀତରେ ଥାଏ ସ୍ୱରର ମଧୁରତା ଓ ଭାବର ନିବିଡତା। ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା' ସରସ୍ୱତୀ । ବିଗତ ଅନେକ ଦଶନ୍ଧି ଧରି ସଂଗୀତର ଭଣ୍ଡାରରେ ପ୍ରତିଦିନ ନୂଆ କଣ୍ଠ ଦାନ କରୁଥିବା ଲତା ଜୀଙ୍କ…

ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ଅଛୁଁ ଆମେ ରହି ସ୍ବତଃ ଶରଣାପନ୍ନ ହୋଇ ଇଚ୍ଛା ଅନିଚ୍ଛା ନିରପେକ୍ଷ ପ୍ରୟାସ ସବୁ ନିରର୍ଥକ ସୃଷ୍ଟିର ଅଂଶଟିଏ ହୋଇ ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ? ଜୀବଧର୍ମ ହିଁ ସର୍ବୋତ୍ତମ ଜୀବ ମାତ୍ରକେ କରେ କର୍ମ…

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ ଅଦୃଶ୍ୟେ ଇଙ୍ଗିତ କର ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି ଆଜ୍ଞାଧୀନ ଯାହାଙ୍କର l ପାଳନ କାଳରେ ମହାଶକ୍ତି ଦୂର୍ଗା ଦଶଭୂଜ ଦିଅ ମେଲି ସଂହାର କାଳରେ ମହାକାଳୀ ରୂପ ତ୍ରିପୁର ପ୍ରକମ୍ପେ ଖାଲି l ଦୃଷ୍ଟ ବିନାଶନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ…

ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ କେନ୍ଦ୍ର ସରକାର ଏହି ସଂସ୍ଥା ଉପରେ ବ୍ୟାନ ଲଗାଇଛନ୍ତି । ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଭିତରେ ଦେଶ ବିଭାଜନ…