ଏଣିକି ଓଡ଼ିଆରେ ହେବ ଷ୍ଟାଫ ସିଲେକ୍ସନ ପରୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର: ଏଣିକି SSC MTS ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର । ଖାଲି ଓଡ଼ିଆ ନୁହେଁ, ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରାଯିବ । ଏହାକୁ ପର୍ସନାଲ ଆଣ୍ଡ ଟ୍ରେନିଂ ଡିପାର୍ଟମେଣ୍ଟ ସ୍ୱୀକୃତି ଦେଇଛି ।
ଫଳରେ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟିଟାସ୍କିଂ…