Latest Odisha News

BREAKING NEWS

ଆଜିଠାରୁ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଉଦ୍ଦେଶ୍ୟରେ ଆଜିଠାରୁ ସପ୍ତାହବ୍ୟାପୀ ପାଳନ ହେବ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ୱିକ୍ । ଏହି ସପ୍ତାହରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ରୋକିବା ଦିଗରେ ସଚେତନତା କରାଯିବ । ଏଥିସହ ରାଜ୍ୟରେ ଦୁର୍ଘଟଣା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତମେ କେଉଁଠି ସୁଜାତା ? କି ପରିସ୍ଥିତିରେ ମୁଁ ତମକୁ କେଉଁଠି ହଜାଇ ଦେଇଛି ? ମୁଁ ଜାଗ୍ରତ ଥିବା ଅବସ୍ଥାରେ ତମେ କେଉଁଠି ଲୁଚିଗଲ ? ଆଜି ଆସ ସୁଜାତା... ଆମେ ନନ୍ଦିନୀ କୂଳକୁ ଯିବା... ତମ ପ୍ରେରଣାରେ ମୋ ତୂଳୀ ସଜୀବ…

କବିତା : ଆମ ଓଡ଼ିଶା

ଶମ୍ଭୁନାଥ ଦାସ ଯେଉଁ ରାଇଜରେ ସଦା ଭରପୁର ଖଣିଜ ସମ୍ପଦ-ମାନ, ସେ ରାଜ୍ୟ କିମ୍ପାଇ ଦରିଦ୍ରରେ ଗଣା କଥା ବଡ଼ ହୀନିମାନ । ରହିଛ କି ଶୋଇ ହେ ଉତ୍କଳ ଭାଇ କିବା ଅଳସୁଆ ପଣ, ଆଳସ୍ୟ ତ ନୁହେଁ ଓଡ଼ିଆ ଜାତିର କର୍ମ-ଧର୍ମର ଲକ୍ଷଣ । ଓଡ଼ିଶା ରାଜ୍ୟରେ କେତେ ଯେ ସମ୍ପଦ ନାହିଁ ତ…

ଭାଷା ଭାଗବତ : ସାହିତ୍ୟ ବଳୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦେଖେଇହେବାର ପ୍ରବୃତ୍ତି ଯଦି ହୁଏ ପ୍ରବଳ ଅତି ବ୍ୟକ୍ତିର ହାବ ଆଉ ଭାବ କ୍ରମଶଃ ହୁଏ ଅବାସ୍ତବ ସ୍ବଭାବ ଜାଣି ଚଳି ଭାଷା ହୋଇଲେ ସୁବୋଧ୍ୟ, ସରସା ସ୍ବଭାଷୀ କରଂତି ଗ୍ରହଣ ସ୍ବେଚ୍ଛାରେ ଶ୍ରବଣ, ପଠନ ଭାଷାକୁ ଡରିଲେ ସ୍ବଭାଷୀ ହୁଅଇ ଆପେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାରେ ପୂଜାପଣ୍ଡା ସେବକଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ଦୈନିକ ସେବାଠାରୁ ଆରମ୍ଭ କରି ପର୍ବ ପର୍ବାଣୀ, ଯାନୀଯାତ୍ରା ସବୁଥିରେ ସ୍ୱତନ୍ତ୍ର ସେବାର ଅଧିକାର…

ଝିଅଙ୍କୁ ଧରି ପ୍ରଥମ ଥର ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍‌ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍‌ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ…

ହାଓ୍ୱଡାରେ ହିଂସା: ରାଜ୍ୟପାଳଙ୍କୁ ଫୋନ୍ କଲେ ଗୃହମନ୍ତ୍ରୀ, ମାମଲା ପହଞ୍ଚିଲା ହାଇକୋର୍ଟରେ

କୋଲକାତା: ରାମ ନବମୀ ଅବସରରେ ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସାକୁ ନେଇ ବିଜେପି ମମତା ସରକାର ଉପରେ ଜୋରଦାର ବର୍ଷିଛି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ଫୋନରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ପ୍ରସଙ୍ଗରେ…

କୁନି ଲେଖକ: ୪ ବର୍ଷ ବୟସରେ ବହି ଲେଖି ଚର୍ଚ୍ଚାରେ

ଆବୁଧାବି: କୁହାଯାଏ ବଡ଼ ଲୋକଙ୍କ ତୁଳନାରେ ଛୋଟ ପିଲାମାନଙ୍କର ସ୍ମୃତିଶକ୍ତି ପ୍ରଖର । ବିଶେଷକରି ଜନ୍ମରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଦୃତଭାବେ ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ । ଏହିସମୟ ଭିତରେ ସେମାନେ ଅଧିକାଂଶ କଥାକୁ ମନେ ରଖିବା ସହ ଅସମ୍ଭବ କଥାକୁ ସମ୍ଭବ କରିଥାନ୍ତି ।…

ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଗୁଜୁରାଟ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି। ଗୁଜରାଟ ପାଇଁ ଶୁଭମନ ଚମତ୍କାର ପ୍ରଦର୍ଶନ କରିଥିଲେ।…

ଅଟୋ ରିକ୍ସା ପାଲଟିଲା ସୌଖୀନ କାର : ବଟନ ଚିପିଲେ ଖୋଲୁଛି ଛାତ

କେରଳ: ସୌଖୀନ କାର ଚଢିବା ପାଇଁ କାହାର ବା ଆଗ୍ରହ ନ ଥାଏ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ନିଜ ସିମୀତ ସମ୍ବଳ ଭିତରେ ଲୋକମାନେ ଗାଡ଼ି କିଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ତେବେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ସୌଖୀନ କାରକୁ କିଣିବା ପାଇଁ ସମ୍ବଳ ନ ଥିବା ବେଳେ…