Latest Odisha News

BREAKING NEWS

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା…

ଉଦ୍ଧବଙ୍କୁ ଭେଟିଲେ ଭେନୁଗୋପାଳ, ଏକାଠି ଗଣତନ୍ତ୍ରକୁ ‘ବଞ୍ଚାଇବା’ର ଦେଲେ ପ୍ରତିଶ୍ରୁତି

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୪। ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଆହ୍ବାନମୂଳକ ରହିବ ଏହି ବର୍ଷ। କାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ସଭା ସମିତି ହେଉଥିବା ବେଳେ ଘନ ଘନ ବୈଠକ ମଧ୍ୟ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି…

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଆଜି ବସିବ ଛତିଶା ନିଯୋଗ ବୈଠକ ; ନିର୍ଘଣ୍ଟ ହେବ ଚନ୍ଦନ ଯାତ୍ରା ନୀତି

ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ବସିବ ଏହି ବୈଠକ। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।…

ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ‘ଅଭିଯୁକ୍ତଙ୍କ ବିରୋଧରେ ବିଚାର ହେବାକୁ ଆବଶ୍ୟକ ପ୍ରମାଣ ରହିଛି’

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ୧୨୦ ପ୍ରକାର ସେବକଙ୍କ ମଧ୍ୟରେ କିଛି ଏପରି ସେବକ ଅଛନ୍ତି । ଯାହାଙ୍କ ସେବା ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସେବା ନହେଲେ ବି ନିତାନ୍ତ ପ୍ରୟୋଜନୀୟ। ଆମେ…

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ରର ପକ୍ଷପାତିତା ନୀତିକୁ ଦର୍ଶାଉଛି: ବାହୀନିପତି

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ର ସରକାରଙ୍କ ପକ୍ଷପାତିତା ନୀତିକୁ ଦର୍ଶାଉଛି। ଏପରି ଅଭିଯୋଗ ଆଣିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଅସ୍ଥାୟୀ ଭାବେ ସ୍କୁଲ ଚଳାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜମି ଓ…