Latest Odisha News

BREAKING NEWS

ଗେହଲୋଟଙ୍କ ସହ କଥା ହେଲେନି ସୋନିଆ !

ଜୟପୁର: ନେତୃତ୍ବକୁ ନେଇ କଂଗ୍ରେସରେ ଦେଖାଦେଇଥିବା ହଟଚମଟ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି। ଏବେ ଅପେକ୍ଷା କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ କ'ଣ ରିପୋର୍ଟ ଦେବେ। ଆଉ ସୋନିଆ ଗାନ୍ଧୀ କ'ଣ ନିଷ୍ପତ୍ତି ନେବେ। ଏହାପରେ…

ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ଜଣେ ଦକ୍ଷ ଏବଂ ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ। ୬୦ ଓ ୭୦ ଦଶକରେ ହିନ୍ଦୀ ସିନେମାର ରାଜ୍ କରୁଥିବା ଶ୍ରେଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ତାରିଖରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ।…

ଗଞ୍ଜାମ ବିଜେଡ଼ିରେ ଘଡ଼ିକେ ଘୋଡ଼ା ଛୁଟୁଛି; ନିଲମ୍ବନ ପରେ ପ୍ରତ୍ୟାହାର, ପୁଣି ନିଲମ୍ବନ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଯେଉଁ ନିର୍ବାଚନ ମଣ୍ଡଳୀକୁ ନେଇ ଗଞ୍ଜାମ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି, ସେଇଟା ହେଲା ଦିଗପହଣ୍ଡି। ଦୁଇ ଦିନ…

‘ଖୋଲିଦିଅ ରତ୍ନ ଭଣ୍ଡାର’, ପରିଚାଳନା ବୈଠକରେ ଉଠିଲା ଦାବି

ପୁରୀ: ଶ୍ରୀମନ୍ଦିର ପରିଚାଳନା ବୈଠକରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିଛି। ଗଜପତି ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ବହୁ ଚର୍ଚ୍ଚିତ ପ୍ରସଙ୍ଗ ଉଠିଛି। ପରିଚାଳନା କମିଟି ସଦସ୍ଯ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର…

କ୍ଷେତରେ ହଳ କରୁଥିବା ବେଳେ ମିଳିଲା ଅମୂଲ୍ୟ ରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଭାଗ୍ୟ କେତେବେଳେ କେମିତି ପରିବର୍ତ୍ତନ ହୋଇଯିବ ତାହା ଆପଣ କେବେ କଳ୍ପନା କରିପାରିବେ ନାହିଁ। ହୁଏତ ବାଟରେ ଗଲାବେଳେ କିମ୍ବା  ଈଶ୍ୱରଙ୍କ କୃପାରୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। କଥାରେ ଅଛି ମାଟି ଖୋଳୁ ଖୋଳୁ…

ଆପକୁ ହାଇକୋର୍ଟଙ୍କ ଝଟକା, ଏଲଜିଙ୍କ ବିରୋଧରେ କରିଥିବା ପୋଷ୍ଟ ହଟେଇବ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିକୁ ମଙ୍ଗଳବାର ଝଟକା ଲାଗିଛି । ଲେଫ୍ଟନାଂଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ବିରୋଧରେ ଦଳ କରିଥିବା ସମସ୍ତ ପୋଷ୍ଟକୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଲଜି କରିଥିବା ମାନହାନି ମାମଲାରେ ହାଇକୋର୍ଟ ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ…

‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା । ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ…

ସ୍ୱଳ୍ପ ଗଳ୍ପ : ଶେଷର ନିର୍ଦ୍ଦେଶ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୬ ଜଣେ ରାଜା ବୋଲି ମଣୁଅଛି ତେଣୁ ଅଧୀନର ଦୋଷ କ୍ଷମା କରିବା ହୁଅନ୍ତୁ । ଆପଣ ଯେତେବେଳେ ଜଣେ ରାଜା ତେବେ ଆପଣଙ୍କୁ କେହି କେବେ ସିଧା ସଳଖ ଏମିତି କହିପାରିବ ନାହିଁ, ହେ ରାଜନ୍,ଆପଣଙ୍କର ସମୟ ଏବେ ଶେଷ । ଆପଣ ନିଜର ସମାପ୍ତି…

ଶ୍ମସାନରୁ ମିଳିଲା ୨୬୦୦ ବର୍ଷ ପୁରୁଣା ପନିର, ଆଶ୍ଚର୍ଯ୍ୟକର ଦାବି କଲେ ପ୍ରତ୍ନତତ୍ତ୍ୱବିତ୍

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତ୍ନତତ୍ତ୍ୱବିତ୍ ଦୁନିଆର ପ୍ରତ୍ୟେକ କୋଣରୁ ଲୁଚି ରହିଥିବା ଐତିହାସିକ ତଥ୍ୟ କିମ୍ବା ଅନେକ ବସ୍ତୁର ସନ୍ଧାନ ଜାରି ରଖିଛନ୍ତି। ବେଳେ ବେଳେ ଏପରି ତଥ୍ୟ ଆବିଷ୍କାର କରନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ଇଜିପ୍ଟର ପ୍ରାଚୀନ ସହର ମିଶରରେ ଥିବା…

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି ପୋଲିସ…