Latest Odisha News

BREAKING NEWS

ଚାଷୀ ଆତ୍ମହତ୍ୟାର ମୂଳ କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଆମ ଓଡ଼ିଶାରେ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍ ସାଧାରଣ । ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା । ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ପଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ିଲା । ଫଳରେ ଗୁହାଳର କାନ୍ଥ ଭାଙ୍ଗିଗଲା ।…

କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ଅଭିଯୋଗରେ ମହିଳା ଅଟକ

କଟକ : କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ମାମଲାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଗତକାଲି ଉକ୍ତ ମହିଳା ସ୍ୱିଟି ରାଉତ କହିଥିଲେ  ଶିଶୁ ଅଦଳବଦଳ ହୋଇଛି ।  ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଥିଲେ ମହିଳା। ତେବେ ଶିଶୁ କନ୍ୟାଙ୍କୁ ନେଇଥିବା ମହିଳା ପ୍ରସୂତି…

NASAର ଡାର୍ଟ ମିଶନ ସଫଳ, କ’ଣ ମିଳିବ ଲାଭ ?

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ଅନ୍ତରୀକ୍ଷରେ ବଦଳିଲା ଏଷ୍ଟେରୟଡର ଗତିପଥ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣାକାରୀ ସଂସ୍ଥା ନାସାର ଡାର୍ଟ ମିଶନକୁ ସଫଳତା ମିଳିଛି । ୨୭ ସେପ୍ଟେମ୍ବର ଭାରତୀୟ ସମୟ ଭୋର୍ ୪ଟା ୪୫ରେ ଅନ୍ତରୀକ୍ଷରେ ନାସା ଏଷ୍ଟେରୟଡର ଗତିପଥ ପରିବର୍ତ୍ତନ କରିଛି । ନାସାର ଡବଲ…

ଫଳ ସହ ସୈନ୍ଧବ ଲବଣର ବ୍ୟବହାର ହୋଇପାରେ ବିପଦଜନକ

ଚାଲିଛି ମାଆଙ୍କ ନବରାତ୍ରୀ ପୂଜା। ନଅ ଦିନ ଧରି ପୂଜା ବ୍ରତ କରି ଉତ୍ସାହର ସହ ନବରାତ୍ରୀ ପାଳୁଛନ୍ତି ଭକ୍ତ। ହେଲେ ଏହି ନଅ ଦିନ ଭକ୍ତମାନେ କେବଳ ସାକାହାରୀ ଖାଦ୍ୟ କିମ୍ବା ଫଳମୂଳ ଖାଇ ରୁହନ୍ତି। କିନ୍ତୁ ଆପଣ ଯଦି ଉପବାସ କରନ୍ତି ତେବେ ଶରୀର ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ଲୋକେ ଫଳ…

ମା’ ବ୍ରହ୍ମଚାରିଣୀ

ନବରାତ୍ରର ନବସ୍ୱରୂପର ଦ୍ଵିତୀୟ ରୂପ ‘ମା ବ୍ରହ୍ମଚାରିଣୀ ’  ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯାହାହେଉ ସମ୍ଭବ ଆଉ ପିଲାମାନେ ଆସିବା ପୂର୍ବରୁ ଛାତିର କୋହ ସବୁକୁ ଆଖିର ଲୁହ ଦେଇ ବାହାର କରି ଦେଇଚି ! ବାସ୍ ଏଥର ଖୁସିରେ ରହିବାର ଅଭିନୟ କରିବାକୁ ଆଉ ଏତେ କଷ୍ଟ ହେବନି ଆସ୍ଥାକୁ ! ଘଟଣାଟି ସତ ଏକଥା କେମିତି…

ସନେଟ : ଶରତ ସମ୍ଭାର

ରବି ପଣ୍ଡା  ଶରତର ଆକାଶରେ ତୁଳାଭିଣା ପରି ଭାସେ ଖଣ୍ଡ ଖଣ୍ଡ ମେଘ ଘରକୁ ଫେରିବା ବେଳେ ବାଟବଣା ହେଲାପରି ବୁଲେ ଏଠି ସେଠି ବିରହର ବ୍ୟଥାରେ ବତୁରା ବାରନାରୀ କପାଳରେ ଯେମିତି ଏ ନିର୍ଘାତ ନିଦାଘ ଏ ସେମିତି ଇତସ୍ତତଃ ଠାବ ଟିକେ ପାଏନାହିଁ, କିଏ ଅଛି ନବ ବା କେଉଁଠି ? ନଈପଠା, ପାଟ…

ହିତାଧିକାରୀଙ୍କ ପାଇଁ ଖୁସି ଖବର, ବଢ଼ି ପାରେ ମାଗଣା ରାସନ ଯୋଜନାର ଅବଧି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ବଢ଼ି ପାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ମାଗଣା ରାସନ ବଣ୍ଟନ କରିବାର ବୃହତ ଯୋଜନାକୁ ଆଗାମୀ ଛଅ ମାସ (ମାର୍ଚ୍ଚ ୨୦୨୩ ସୁଦ୍ଧା) ଯାଏଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କୋଭିଡ୍ ଅବଧି…

ଆଜି ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ: ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ।…

ବେଙ୍ଗାଲୁରୁ ନିବେଶକ ସମ୍ମିଳନୀ: ଆଜି ବେଙ୍ଗାଲୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜି ଅପରାହ୍ଣ ୧ଟା ୩୦ରେ ବେଙ୍ଗାଲୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୮ ତାରିଖରେ ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀ ବେଙ୍ଗାଲୁରରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯିବେ ବୋଲି ଜଣାପଡିଛି । ଦୁବାଇ,…