ନାବାଳକ ମୁଣ୍ଡରେ ସଂସାର ବୋଝ; ମୂର୍ତ୍ତି ଗଢ଼ି ଚଳାଉଛନ୍ତି ପରିବାର
କାମାକ୍ଷାନଗର: ଆଖିରେ ଉଙ୍କି ମାରୁଛି ନୂଆ ସମ୍ଭାବନା । ଅନେକ ସ୍ୱପ୍ନ। ଆକାଂକ୍ଷା ନେଇ ଛାତିର କୋହକୁ ଚାପି ଦେଇ ବାଟ ଚାଲୁଛି ୧୬ ବର୍ଷର ନାବାଳକ । ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଅଭାବ ଭିତରେ ଚାପି ହୋଇଯାଇଛି ବାଳୁତର ଭବିଷ୍ୟତ । ତଥାପି ହାର ମାନିନାହିଁ । ଆଉ ସେମାନଙ୍କ ମୁହଁରେ…