Latest Odisha News

BREAKING NEWS

ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ

ଭୁବନେଶ୍ବର:  ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର  ସୃଷ୍ଟି ହୋଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଛୂଇଁପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।…

ପାକିସ୍ତାନ ବଢାଉଛି ନୌସେନାର ଶକ୍ତି, ୨୦୩୫ ସୁଦ୍ଧା ନିର୍ମାଣ କରିବ ୫୦ଟି ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତ ଓ ଚୀନ ମୁହାଁମୁହିଁ ହେବା ପରେ ଶେଷରେ ଚୀନ ଜିଦ୍ ଭାଙ୍ଗିଛି। ଲଦାଖର ଗୋଗ୍ରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ୨୦୨୦ ମସିହାରେ ପୂର୍ବ ଲଦାଖ ସୀମାରେ ବିବାଦ ପରେ ଭାରତ ବହୁତ କିଛି ଶିଖିଛି। ତେଣୁ ଭାରତ ନିଜର ତିନି…

ଯୁବତୀଙ୍କ ମୃତ୍ୟୁ ପ୍ରତିବାଦରେ ଇରାନରେ ହିଜାବ ବିରୋଧରେ ମହିଳାଙ୍କ ପ୍ରଦର୍ଶନ: ତିନି ମହିଳା ମୃତ

ତେହେରାନ: ଇରାନରେ ହିଜାବକୁ ବିରୋଧ କରି  ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦେଶର 22 ବର୍ଷ ବୟସ୍କା ମହିଳା ମହସା ଆମିନିଙ୍କ ମୃତ୍ୟୁକୁ ନେଇ ଏହି ଆନ୍ଦୋଳନ କରୁଛନ୍ତି ମହିଳାମାନେ । ତେବେ ବିରୋଧ ସମୟରେ ତିନି ଜଣଙ୍କର  ମୃତ୍ୟୁ ଘଟିଛି। ଉତ୍ତର-ପଶ୍ଚିମ କୁର୍ଦ୍ଦିସ୍ତାନ…

‘ଛେଲୋ ସୋ’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ: ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଆର୍‌ଆର୍‌ଆର୍‌କୁ’ ପଛରେ ପକାଇ ‘ଛେଲୋ ସୋ ଓସ୍କାରକୁ ମନୋନୀତ ହୋଇଛି । ଗୁଜରାଟୀ ଚଳଚ୍ଚିତ୍ର ହେଉଛି ଛେଲୋ ସୋ’ ।  ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍‌…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରଥଯାତ୍ରା ସମୟରେ କିଛି ମାତ୍ରାରେ ନୀରବ ହୋଇଯାଏ। ସମସ୍ତ କାର୍ଯ୍ୟ ଆଗ ଭଳି ହୋଇନଥାଏ,। କାରଣ ଏହି ସମୟରେ ଚଳଚଞ୍ଚଳ ହୋଇଉଠେ…

ରାତି ଅଧିଆ ବୈଠକ ଡକାଇ ପଦ ଛାଡିବେ ବୋଲି ଇସାରା ଦେଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ରାତି ଅଧିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୈଠକ ରାଜସ୍ଥାନ କଂଗ୍ରେସରେ କ୍ଷମତା ପରିବର୍ତ୍ତନର ଆଭାସ ଦେଇଛି। ସଚିନ ପାଇଲଟ କେରଳ ଗସ୍ତରେ ଥିବା ବେଳେ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଗେହଲଟ। ଆଉ ବିଧାୟକଙ୍କୁ କହିଛନ୍ତି, ରାହୁଲଙ୍କୁ ସଭାପତି କରିବାକୁ ଚେଷ୍ଟା କରିବୁ।…

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ…

ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ

ଖଲିକୋଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଥଁ। ତାଙ୍କଠାରୁ  ଭିଜିଲାନସ ଟିମ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଅଧିକାରୀଙ୍କୁ ହେପାଜତକୁ ନେଇଛି  । ସୂଚନା ଅନୁସାରେ,  ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି…

ସେଆ ର ନୂତନ ଅଧ୍ୟକ୍ଷ ଶିଶିର କୁମାର ରଥୋ

ଭୁବନେଶ୍ୱର : ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ  ଶିଶିର କୁମାର ରଥୋ ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାରଙ୍କ ୧୯ ସେପ୍ଟେମ୍ବର ୨୦୨୨ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ରଥୋ ତିନି ବର୍ଷ ପାଇଁ ଏହି…

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ଏହା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ।  ଏସିଆ - ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ…