Latest Odisha News

BREAKING NEWS

ଅକ୍ଟୋବର ୧ରୁ ବଦଳିଯିବ କ୍ରିକେଟର କେତେକ ନିୟମ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମୁଖ୍ୟ କାର୍ଯ୍ୟକାରୀ ସମିତ ବୈଠକ ପରେ ଅକ୍ଟୋବର ୧ରୁ ନୂତନ ନିୟମ ସହ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛି । ପ୍ରଥମ ଥର ପାଇଁ ଆଇସିସି କ୍ରିକେଟ ସମିତି ବୈଠକରେ ଅଧ୍ୟକ୍ଷତା କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି…

ସେପ୍ଟେମ୍ୱର ୨୨ରୁ +୨ ପାଠପଢା

ଭୁବନେଶ୍ୱର : ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି  +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀଗୃହ ପାଠପଢା । ଏନେଇ ଆଜି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା…

ସେପ୍ଟେମ୍ବର ୨୫ ଯାଏ ବୁକ୍ କରନ୍ତୁ ମାଗଣା ବିମାନ ଟିକେଟ୍, ବୁଲନ୍ତୁ ଦେଶ ଓ ବିଦେଶ

ନୂଆଦିଲ୍ଲୀ: ବିମାନରେ ଭ୍ରମଣ ପାଇଁ କାହାକୁ ବା ଭଲ ନ ଲାଗେ । ସମସ୍ତେ ଆକାଶରେ ଉଡ଼ିବାକୁ ଚାହାଁନ୍ତି । କିନ୍ତୁ ଟଙ୍କା ପାଇଁ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣ ଫ୍ଲାଇଟରେ ବସି ବୁଲିବାକୁ ଚାହୁଁଛନ୍ତି ତାହେଲେ ଏ ଖବର ଆପଣଙ୍କ ପାଇଁ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ମାଗଣାରେ…

‘ଦେଶରେ ସାରର ଘୋର ଅଭାବ’, ଜୟ ନାରାୟଣଙ୍କୁ ଏମିତି କାହିଁକି କହିଲା ବିଜେଡି ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଲାଣି । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ବିଜେଡି…

ହଟହଟା ହେଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା : ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଅଭିଯୋଗ, ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଶକ୍ତ ଅବସ୍ଥାରେ ଫ୍ଲାଇଟରେ ଚଢ଼ିବା ଘଟଣାକୁ ନେଇ ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ। ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ଏକ ଫ୍ଲାଇଟ ଯୋଗେ ଫେରୁଥିଲେ। ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା। କାରଣ ସେ ମଦ୍ୟପାନ କରୁଥିବା…

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ…

ଅଶୋକ କୁମାର ବଳଙ୍କ ‘ଗଜପତି ଏ କିଙ୍ଗ ଉଇଥଆଉଟ ଏ କିଙ୍ଗଡମ’ ପୁସ୍ତକ ଉନ୍ମୋଚିତ

ନୁଆଦିଲ୍ଲୀ : କୋଣାର୍କ ପବ୍ଲିସର୍ସ ଓ ଓଡ଼ିଶା ଫୋରମ ଦ୍ବାରା ଆନୁକୂଲ୍ୟରେ ଅଶୋକ କୁମାର ବଳଙ୍କ 'ଗଜପତି ଏ କିଙ୍ଗ ଉଇଥାଉଟ ଏ କିଙ୍ଗଡମ' ପୁସ୍ତକ  ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ କରଣ ସିଂହ ମୁଖ୍ୟ ଅତିଥିଭାବରେ ଏବଂ ସମ୍ମାନିତ ଅତିଥିଭାବେ ସାମିଲ ହୋଇ ଗଜପତି ମହାରାଜା ଦିବ୍ୟସିଂହ ଦେବ…

ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି

ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି। ରାଷ୍ଚ୍ରପତି ନିର୍ବାଚନରେ…

ସ୍ୱଳ୍ପ ଗଳ୍ପ : ଜଣେ ମୂକ କିଶୋରୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୫ ଜଣେ ରାଜା ଥିଲେ। ବେଲଜିଅମ ଦେଶରେ । ବେଲଜିଅମରେ ବ୍ରସେଲସ୍ ବୋଲି ଗୋଟିଏ ସହର ଅଛି ,ସେଇଟି ଥିଲା ତାଙ୍କର ରାଜଧାନୀ। ରାଜାଙ୍କର ନାଆଁ ? ସତ କହିବ । ଇଙ୍ଗିତ ନୁହଁ। ରାଜା ଉଇଲିଅମ ପ୍ରଥମ। ରାଜାଙ୍କର ଜନ୍ମଦିନ…