Latest Odisha News

BREAKING NEWS

ଜୀବନ ନାଟକରେ ଖୁସିର ସନ୍ଧାନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ପ୍ରତ୍ୟେକ ମଣିଷ ଟିକେ ଖୁସି ଚାହେଁ । ଯଦି ତା'ର ଭାବନା ସାମାଜିକ ରୀତିନୀତିକୁ ଗ୍ରହଣ କରନ୍ତା ତେବେ ସହଜରେ ଖୁସି ହୋଇପାରନ୍ତା । ମାନବ ଜୀବନରେ ଥିବା କ୍ରୋଧ, ଲୋଭ, ଗର୍ବ, ଅହଂକାର ଏବଂ ଘୃଣାକୁ ହଟାଇ ସରଳ ସହଜ ଆଡ଼କୁ ଗତିକଲେ, ଜୀବନ ନିଶ୍ଚିତ ଭାବରେ…

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ, ଆସନ୍ତାକାଲି ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତଥା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର…

ଧୂମପାନ କରୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ଫୁସଫୁସ କର୍କଟ ହେବାର ଆଶଙ୍କା

ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ଭିନ୍ନ ଭିନ୍ନ ରୋଗ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଆଜିର ଯୁଗରେ କର୍କଟ ରୋଗ ସାଧାରଣ ହୋଇଗଲାଣି। ଏହି କର୍କଟ ଲକ୍ଷଣ ଏକ ନିର୍ଦ୍ଧିଷ୍ଟ ପ୍ରକାରରେ ଦେଖାଯାଏ ନାହିଁ। ଭିନ୍ନ ଭିନ୍ନ କ୍ୟାନ୍ସରରେ ଭିନ୍ନ ଭିନ୍ନ ଲକ୍ଷଣ। ଫୁସଫୁସ କର୍କଟକୁ ବହୁତ ବିଳମ୍ବରେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପରକୁ ଅଭିବାଦନ ଜଣାଇଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଅନ୍ତିମ ସଂସ୍କାର ହେବ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବ୍ରିଟେନରେ ପହଞ୍ଚିଥିଲେ। ବ୍ରିଟେନର ବକିଙ୍ଗହମ୍ ପ୍ୟାଲେସରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ…

ତାଇଓ୍ୱାନରେ ଶକ୍ତିଶାଳୀ ଭୂମିକମ୍ପ: ପତ୍ର ଭଳି ଦୋହଲିଲା ଟ୍ରେନ୍, କୋଠା; ସୁନାମୀ ଆଶଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ତାଇୱାନର ଦକ୍ଷିଣ ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଚର ସ୍କେଲରେ ଏହି ଭୂକମ୍ପ ୬.୯ ରହିଛି। ଏହାପୂର୍ବରୁ ଶନିବାର ଏଠାରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତାଇୱାନର ତାଇତୁଙ୍ଗ ସହରଠାରୁ ପ୍ରାୟ ୫୦ କିଲୋମିଟର ଉତ୍ତରରେ ଭୂକମ୍ପ…

ଆପଣଙ୍କ ଖାଦ୍ୟରେ ରହିଛି ଅବସାଦ ହେବାର କାରଣ, ଜାଣନ୍ତୁ କ’ଣ ଏହି ସବୁ ଖାଦ୍ୟ…

ଆଜିକାଲି ଅଧିକାଂଶ ଲୋକେ ନିଜ କର୍ମକ୍ଷେତ୍ର, ପରିବାର ଦାୟିତ୍ୱ, ନିଜ ସ୍ୱାସ୍ଥକୁ ନେଇ ଅନେକ ଚାପଗ୍ରସ୍ତ ହୋଇପଡ଼ନ୍ତି। ଆଉ ଏହି ଚାପ ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, ଯାହାକୁ ଚାହିଁଲେ ସୁଦ୍ଧା ଅଣଦେଖା କରିପାରନ୍ତି ନାହିଁ। ଯଦି ସମୟ ଥାଉ ଥାଉ ଏହି ଚାପକୁ କମାଇ ନଦିଆଯାଏ, ତେବେ…

ବିଜେପି ବିରୋଧୀ ମେଳିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ମୋଦୀ ବିରୋଧୀ ଦଳ ଅର୍ଥାତ ବିଜେପି ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଅଧିକ ସକ୍ରିୟ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟି ସେ ବଳ…

ହଷ୍ଟେଲରେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଭାଇରାଲ, ୩ ଅଭିଯୁକ୍ତ ଗିରଫ

ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ୬୦ରୁ ଅଧିକ ଛାତ୍ରୀ ଗାଧୋଉଥିବାର ଭିଡିଓ ଭାଇରାଲ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଭିଡିଓ ତିଆରି କରିଥିବା ହଷ୍ଟେଲର ଝିଅ ଏବଂ ଶିମଲାରେ ରହୁଥିବା ତାଙ୍କ ବନ୍ଧୁ ଏଥିରେ ସମ୍ପୃକ୍ତ ଅଛନ୍ତି।…

୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅଟକାଇଲେ ଟ୍ରେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି। ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ…

ଭଦ୍ରକ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ (୬୧) । ଅସୁସ୍ଥ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…