ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦
ମୂଳ ପଞ୍ଜାବୀ: ବଳଦେବ ସିଂହ
ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…