Latest Odisha News

BREAKING NEWS

ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଦୂର ହୋଇଥାଏ ଏହିସବୁ ରୋଗ…

ସକାଳୁ ସକାଳୁ ଆମେ କିଛି ପାନୀୟ ଗ୍ରହଣ କରିଥାଉ । ଯେପରିକି କିଛି ଲୋକଙ୍କର ଚା’ କିମ୍ବା କଫି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ବିଶେଷଜ୍ଞ ମାନେ ମଧ୍ୟ ସକାଳେ ଖାଲି ପେଟରେ ଏପରି କିଛି ଖାଦ୍ୟ ପାନୀୟ ସେବନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ଯାହା ଶରୀରକୁ ପୋଷଣ ପ୍ରଦାନ…

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ସିରିଜ ଜିତି ଭାରତର ବିଶ୍ୱ ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ  ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ଚଳିତ ବର୍ଷ ଏହା ଭାରତୀୟ ଦଳର ପ୍ରଥମ ଦିନିକିଆ…

ଆତ୍ମହତ୍ୟା ପୂର୍ବରୁ ପ୍ରେମିକାକୁ ଡିଜେ ଆଜେକ୍ସ ଏପରି କିଛି ଇ-ମେଲରେ ଲେଖିଥିଲେ…

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପରେ ଏକ ଇମେଲ ତାଙ୍କ ଇମେଲରୁ ପ୍ରେମିକାଙ୍କ ନିକଟକୁ ଯାଇଛି। ଯେଉଁଥିରେ ଆଜେକ୍ସଙ୍କ ଫଟୋ ଓ କିଛି ଭଏସ ମେସେଜ ରହିଛି। ଏବେ ତଥାକଥିତ ପ୍ରେମିକା ଜିଜ୍ଞାସାଙ୍କୁ ଆଜେକ୍ସ ଇମେଲ୍ କରିବା ଘଟଣା ସମଗ୍ର…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ଯାଜପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଜାନକୀ ବିଶ୍ୱାଳ ଆଜୀବନ ସଶ୍ରମ କାରାଦଣ୍ଡ (୨୦ ବର୍ଷ)ରେ ଦଣ୍ଡିତ କରିଛନ୍ତି। ଅକ୍ଟୋବର ୩୧, ୨୦୧୯ରେ ନାବାଳିକା ଜଣଙ୍କ ଘରୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପର୍ଯ୍ୟାୟକ୍ରମରେ ଜାଣିଲେ ।କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ…

୧୧ ହଜାର ୭୧୦ଟି ସ୍କୁଲରେ ଏବେ ବି ବିଜୁଳି ସଂଯୋଗ ହୋଇନି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୧୧ ହଜାର ୭୧୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏଯାଏ ବିଜୁଳି କିମ୍ବା ସୋଲାର ପ୍ୟାନେଲ ସଂଯୋଗ ହୋଇ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କୁହାଯାଇଛି। ବିଧାନସଭାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।…

ଶିଳ୍ପ ସମୃଦ୍ଧ ଜିଲ୍ଲାରୁ ପୁଣି ଆସିଲା ‘ନଗଡା’ର ଚିତ୍ର, ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଯାଜପୁର: ମାଟି ତଳେ କୋଟି କୋଟି ଟଙ୍କା, ହେଲେ ମାଟି ଉପରେ ଭୋକର ଭୋଗୋଳର ଚିତ୍ର। ଏହା ହେଉଛି ରାଜ୍ୟର ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର ଚିତ୍ର। ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ଼ ବଡ଼ କମ୍ପାନୀ ଏହି ଜିଲ୍ଲାରେ ରହିଛନ୍ତି। କିନ୍ତୁ ସମାନ ଜିଲ୍ଲାରୁ ଅପପୃଷ୍ଟି ଆକ୍ରାନ୍ତ ଚିହ୍ନଟ…

ସରକାରୀ ସ୍କୁଲ ଗୁଡ଼ିକରେ ୫୦ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୩ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ। ବୁଧବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସମୀର ଦାଶ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୨୦୨୬ ଶିକ୍ଷକ ଓ ୨୦୬୪…

ଲିଖିତ ଉତ୍ତର ପଢ଼ିବା ନେଇ ବିଧାନସଭାରେ ବାକ୍ ଯୁଦ୍ଧ, ମୁହାଁମୁହିଁ ହେଲେ ନିରଞ୍ଜନ-ନରସିଂହ

ଭୁବନେଶ୍ୱର: ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବୁଧବାର ଓଡ଼ିଶା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ମଙ୍ଗଳବାର ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ବକ୍ତବ୍ୟ ପଢ଼ି ଆପତ୍ତି କରିବା, ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ପାଇଁ ଅନୁଦାନ ଆଲୋଚନା ଦାବି ଉପରେ ଉତ୍ତର ରଖିଥିଲେ।…