ଶେଷ ବଲରେ ଚୌକା ମାରି କେକେଆରକୁ ଜିତାଇଲେ ରିଙ୍କୁ ସିଂ
କୋଲକାତା: ଇଡେନ୍ ଗାର୍ଡେନ୍ସରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟରେ ମ୍ୟାଚ ଜିତିଛି। ଶେଷ ବଲରେ ଚୌକା ମାରି ରିଙ୍କୁ ସିଂ କେକେଆରକୁ ବିଜୟ ଦେଇଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପଞ୍ଜାବ କିଙ୍ଗସ ୨୦ ଓଭରରେ ୭…