Latest Odisha News

BREAKING NEWS

କୋଟିଆରେ ଭଡା ଘରେ ଚାଲିଛି ଆନ୍ଧ୍ର ସ୍କୁଲ

କୋରାପୁଟ: କୋଟିଆରେ ରହୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଉଥିବାର ନଜିର ରହିଛି। ସରକାରଙ୍କ ଯୋଜନା ଅନୁଯାୟୀ ଯେଉଁ ଅଭିଭାବକ ତାଙ୍କ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇବେ ତାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହିତ ମାଗଣାରେ ବହି, ଖାତା ଓ ସ୍କୁଲ ୟୁନିଫର୍ମ…

ବେଳାଭୂମି ବୁଲିବାକୁ ଡାକି ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ

କେନ୍ଦ୍ରାପଡ଼ା: ସମୁଦ୍ର ବେଳାଭୂମି ବୁଲିଯିବାକୁ ଡିକିନେଲା ସାଙ୍ଗ। ଦୁହେଁ ଖୁବ୍ ବୁଲିଲେ, ମଜାକଲେ। ହେଲେ ହଠାତ୍ ଭୁଜାଲି କାଢ଼ି ସାଙ୍ଗର ଯୌନାଙ୍ଗ କାଟିଦେଲା ସାଙ୍ଗ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ l ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ…

ଆଜିଠୁ ଆରମ୍ଭ ନୂତନ ଶିକ୍ଷାବର୍ଷ; ୩ ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ବର : ଆଜିଠୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। କରୋନା ପୁର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଭାବେ ପାଠପଢ଼ାଯିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ…

ଏଫଏମ ମେଡିକାଲ କଲେଜରେ ‘ମୁନା ଭାଇ ଏମବିବିଏସ୍’

ବାଲେଶ୍ୱର: ରିଲ୍ ଲାଇଫରେ ଲୋକପ୍ରିୟ ସାଉଁଟିଥିବା ବଲିଉଡ ଫିଲ୍ମ 'ମୁନା ଭାଇ ଏମବିବିଏସ୍' ଫିଲ୍ମର ପୁନରାବୃତି ରିଅଲ ଲାଇଫରେ! ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ଜଣେ ନକଲି ଡାକ୍ତର ହଷ୍ଟେଲରେ ଆସି ୨୨ ଦିନ ରହି ଛାତ୍ରଛାତ୍ରୀଙ୍କ ଦ୍ବାରା ଛେଚା ଖାଇବା ପରେ ଏହି ଘଟଣା…

ଜାଲ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା, ହାର୍ଡଡିସ୍କରେ ଲୁଚିଛି ଗୁମର?

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏହାରି ଭିତରେ ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହୋଇଛି କିଛି ୪ଟି କମ୍ପ୍ୟୁଟର ହାର୍ଡଡିସ୍କ। ଏହି ହାର୍ଡଡିସ୍କରେ ଶହ ଶହ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ । - ଆସନ୍ତା ସତର ତାରିଖରେ ଆମ ବିବାହର…

ସକାଳୁ ସକାଳୁ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡର ପ୍ରଭାବ ଏତେ ଭୟଙ୍କର ଥିଲା ୫୦ରୁ ଅଧିକ ଦେକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୋକାନ ଗୁଡିକ ଲାଗି ହୋଇ ରହିଥିଲା। ତେଣୁ…

ଗଳ୍ପ : ଦୋ ମୁହାଁ

ଅଭିଜିତ ଦେବର୍ଷି                                                ମିଶ୍ର ବାବୁ ତାଙ୍କ କଲୋନୀ ର ଜଣେ ମାନ୍ୟ ଗଣ୍ୟ ଲୋକ । ସବୁ କାମରେ ତାଙ୍କୁ ଡାକରା ପଡେ। କିଛି ଦିନ ହେବ ଏକ ଆତ୍ମହତ୍ୟା ଖବର ପାଇବା ପରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ଚାପ ଉପରେ କଲୋନୀରେ ଗୋଟେ ଆଲୋଚନା ଶିବିର…

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ ଇଡି କରିବ ତଦନ୍ତ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ମାମଲାରେ ଇଡି କରିବ ତଦନ୍ତ। ଯଦିଓ କମିଶନରେଟ ପୋଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି କିନ୍ତୁ ଏହି ମାମଲାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ତେଣୁ କମିଶନରେଟ ପୋଲିସକୁ ଇଡି ଏବାବଦରେ ପୂର୍ବରୁ ତଥ୍ୟ…

ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ପରେ ବିଚଳିତ ଆନ୍ଧ୍ର, ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କଲେ ରାଜନୈତିକ ଦଳ

ଅମରାବତୀ: ଉତ୍କଳ ଦିବସରେ କୋରାପୁଟର କୋଟିଆ ଗ୍ରାମପଞ୍ଚାୟତର ଏକ ଗାଁକୁ ଗସ୍ତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ବିଚଳିତ ହୋଇଛି ଆନ୍ଧ୍ରପ୍ରଦେଶ। ଧର୍ମେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହ ଉତ୍କଳ ଦିବସ ପ୍ରତିଷ୍ଠା ପାଳନ କରିଥିଲେ। ଏହି ସମୟରେ…