Latest Odisha News

BREAKING NEWS

ମୃତ୍ୟୁର କାରଣ ପାଲଟିବ ମେଦବହୁଳତା, ଏକ ରିସର୍ଚ୍ଚରୁ ହେଲା ଖୁଲାସା

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ପରିଶ୍ରମର ଅଭାବ ଯୋଗୁଁ ମେଦ ବହୁଳତା ସୃଷ୍ଟି ହୋଇଥାଏ । ମେଦବହୁଳତା ଯୋଗୁ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ରହିଛି । ତେବେ ଅଧିକ ଓଜନ ସାଜିବ ମୃତ୍ୟୁର କାରଣ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି  ।  ତେବେ ଏକ ଅଧ୍ୟୟନ ଅନୁଯାୟୀ, ମେଦବହୁତଳତା…

୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ ଉଦଯାପିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବିଭିନ୍ନ ପର୍ବ ପର୍ବାଣୀରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ବେଶ ଗୁଡିକ ବିଷୟରେ ଆଲୋଚନା ଜାରି ରହିଛି । ଏହି ଧାରାରେ ଆମେ ଆଜି ଆଲୋଚନା କରିବା ଏକ ସ୍ୱତନ୍ତ୍ର ବେଶ "ଘୋଡ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ, ମିଶନ ଶକ୍ତିରେ ଋଣ ନେଇ ଫେରାଉନାହାନ୍ତି ଏସଏଚଜି

ଭୁବନେଶ୍ୱର: ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ମିଶନ ଶକ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ କୁହାଯାଇଛି ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ଯେଉଁ ଋଣ ପ୍ରଦାନ କରୁଛନ୍ତି ଏସଏଚଜି ମହିଳା ମାନଙ୍କୁ…

ପୁରୀ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଘଟଣା: ବିଭାଗୀୟ ଅବହେଳାକୁ ସ୍ୱୀକାର କରିବ କିଏ?

ଭୁବନେଶ୍ୱର: ପୁରୀ ମରଚିକୋଟ ଛକଠାରେ ହୋଟେଲ୍ ସମ୍ରାଟ୍ ଓ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ନିଆଁ ଲାଗିବା ଘଟଣାରେ ଏବେ ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ନିଆଁ ଲାଗିବାର ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ କିନ୍ତୁ ଅଗ୍ନିଶମ ବିଭାଗର ଅବହେଳା ଓ…

ମାଟ୍ରିକ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ସର୍ବାଧିକ ନବରଙ୍ଗପୁରରୁ

ଭୁବନେଶ୍ୱର: ଶିକ୍ଷାବ୍ୟବସ୍ଥାକୁ ମଜବୁତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର କାରଣ ବଢ଼ାଇଛି। ସେହିପରି ସମ୍ମେଟିଭ ଓ୍ୱାନ ପରୀକ୍ଷାରେ ୧୩ ହଜାର ପରୀକ୍ଷାର୍ଥୀ…

ମାଟ୍ରିକ ପରୀକ୍ଷାରେ କପି ପାଇଁ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଡିଲ୍!, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବାକୁ ଯୋଜନା। ଆଉ ଏହି ବେଆଇନ୍ ଉପୟାର ନାୟକ ସାଜିଛନ୍ତି ଖୋଦ୍ ପରୀକ୍ଷାର୍ଥୀଙ୍କ ବାପା ତଥା ଅଭିଭାବକ। ନିଜ ପିଲାକୁ ପରୀକ୍ଷାରେ ପାସ କରାଇବାକୁ କପି ଆବଶ୍ୟକ ରହିଥିବା ହୃଦବୋଧ କରି ଅଭିଭାବକ ଜଣଙ୍କ…

ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ୫୦୦ କୋଟିର ବ୍ୟୟବରାଦ, ଜାଣନ୍ତୁ ଯୋଜନା ପଛର ଭିତିରି କଥା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକି ଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ଏହାର ନାମ ରହିଛି 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଫର୍ ୨୦୨୩-୨୦୨୬'। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ବାଚନକୁ ବର୍ଷେ ପାଖାପାଖି ସମୟ…

ବିଜେଡି ଗଡ଼ରେ ଅମିତ ଶାହ କରିବେ ବିଶାଳ ସଭା, ବଦଳିବ କି ଜିଲ୍ଲା ରାଜନୀତିର ସମୀକରଣ?

ଭୁବନେଶ୍ୱର: ଗତବର୍ଷ ଯେଉଁ ସ୍ଥାନରେ ଉପନିର୍ବାଚନ ଜିତି ବିଜେପି ଗଡ଼ ବଜାୟି ରଖିଲା ସେହି ସ୍ଥାନକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ…