Latest Odisha News

BREAKING NEWS

ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଅ ଦାବିରେ ବିଭିନ୍ନ ରାଜନୈତିକ ଦଳର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ପାଇଁ ଏକାଠି ହେଲେ ବିରୋଧୀ ଦଳ । ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଲଗାତର ଭାବରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଜେପି ସରକାର ଏବଂ ଏହାର ନେତୃବୃନ୍ଦ କ୍ରମାଗତ ଭାବରେ ସମ୍ବିଧାନକୁ ଆକ୍ରମଣ…

ଏମପି ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ରାଘବ ଚଢ଼ାଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡ଼ିଓ…

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା

ଭୁବନେଶ୍ୱର: ଅଭିଭାବକ ସାବଧାନ । ନାବାଳକଙ୍କ ଛୁଆଙ୍କ ହାତରେ ଦିଅନ୍ତୁ ନାହିଁ ଗାଡ଼ି । ନହେଲେ ଗଣିବେ ତଣ୍ଡ । ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ମଙ୍ଗଳବାର ଠାରୁ ନାବାଳକଙ୍କ ଗାଡ଼ି ଚାଳଣା ଉପରେ ତୀକ୍ଷଣ ନଜର ରଖିବ ପରିବହନ…

ଏମିତି ଏକ ମନ୍ଦିର, ଯେଉଁଠି କେବଳ ଅବିବାହିତ ଯୁବକଯୁବତୀ କରନ୍ତି ପୂଜାର୍ଚ୍ଚନା

ରାଜସ୍ଥାନ: ରାଜସ୍ଥାନ ନାଗୋର ଜିଲା ଖିବସର ଗାଁରେ ଏପରି ଏକ ଲୋକ ଦେବତାଙ୍କ ମନ୍ଦିର ଅଛି, ଯେଉଁଠି କେବଳ ଅବିବାହିତ ଯୁବକ ଓ ଯୁବତୀମାନେ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ପୂଜା କଲେ ଲୋକଦେବତା ତାଙ୍କର ମନସ୍କାମନା ପୂରଣ କରନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିଲାଗି ଏଠାକୁ…

କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ

ପୁଣେ: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ଉପରେ ଗୋଟିଏ ପରେ ଗୋଟିଏ ବୋଝ ଲଦି ହୋଇ ଯାଉଛି । କ୍ରିକେଟ କ୍ୟାରିୟର ପ୍ରାୟତଃ ଶେଷ ହୋଇ ଆସୁଥିବା ବେଳେ ତାଙ୍କ ବାପା ମହାଦେବ ଯାଦବ ନିଖୋଜ ହୋଇ ଯାଇଛନ୍ତି । ମାର୍ଚ୍ଚ ୨୭ ଦିନ ୧୧ଟା ୩୦ ପରଠାରୁ କୋଥାରଡ ଅଂଚଳରୁ ତାଙ୍କର ଆଉ ଖୋଜ ଖବର ମିଳି ନ ଥିଲା…

ବ୍ରଜରାଜନଗରରେ ୩ଟି ଓ ବେଲପାହାଡ଼ରେ ରହିବ ୨ଟି ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜନଗରରେ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ୍ 18477/18478…

ଫିଲ୍ମର ସଫଳତା ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ସୋନୁ ସୁଦ୍ -ଜ୍ୟାକଲିନ

ମୁମ୍ବାଇ: ଆଗକୁ ଆସୁଛି ଫିଲ୍ମ ‘ଫତେହ’ । ଏଥିରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ସୋନୁ ସୁଦ୍ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନେଇ ଉଭୟ ଚର୍ଚ୍ଚାରେ ଅଛନ୍ତି । ଏବେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହାର ଶୁଟିଂ ପାଇଁ ଉଭୟ ଅମୃତସରରେ ପହଞ୍ଚିଛନ୍ତି । ପରେ…

ବିରୋଧୀ ଏକାଠି, ବିଜେଡି ନିରବ କାହିଁକି ?

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ବିଜେଡିର ନୀରବତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଜେଡି ସବୁବେଳେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଜାତୀୟ ସ୍ତରରେ ସମଦୁରତା ଅବଲମ୍ବନ କରିବା କଥା କୁହେ। କିନ୍ତୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିରବ ରହିବା…

ଯାଆଁଳା ଛୁଆ ସହ ନଜର ଆସିଲା ହାତୀ : ଏହା ବିରଳ ଦୃଶ୍ୟ ବୋଲି କହିଲେ ଆଇଏଫଏସ ଅଧିକାରୀ

ଆପଣ ନିଶ୍ଚିତ ଭାବେ ହାତୀ ଓ ତାର ଛୁଆକୁ ଦେଖିଥିବେ । କିନ୍ତୁ କେବେ କୌଣସି ହାତୀ ଓ ତାର ଯାଆଁଳା ଶିଶୁ ସହ ଦେଖିଛନ୍ତି ? ହେଲେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ହାତୀ ତାର ଯାଆଁଳା ଛୁଆ ହାତୀ ସହ ନଜର ଆସିଛିି । ଆଇଏଫଏସ ସୁଶାନ୍ତ ନନ୍ଦା ନିକଟରେ ଏକ ଭିଡିଓ ସେୟାର…

ପଦ ଗଲା, ଭାରି ପଡିବେ କି ରାହୁଲ ?

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଯାହା ଦୀର୍ଘ ଦିନ ଧରି ଦେଖାଯାଉ ନ ଥିଲା ଏବେ ତାହା ଦେଖିବାକୁ ମିଳିଛି। ଯେଉଁ ନେତାଙ୍କୁ ନନସିରିୟସ ବୋଲି କୁହାଯାଉଥିଲା ସେ ଏବେ ଦେଶର କୋଣ କୋଣରେ ଚର୍ଚ୍ଚାରେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କୁ ବିରୋଧୀ ନନ ସିରିୟସ ଲିଡ଼ର, ପପୁ…