Latest Odisha News

BREAKING NEWS

ଅଧିକ ଆରଟି-ପିସିଆର ପରୀକ୍ଷା କରିବା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି…

ବଳକା ଚାଉଳ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ…

କର୍ଣ୍ଣାଟକର ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା ଲାଞ୍ଚ ମାମଲାରେ ଗିରଫ

କର୍ଣ୍ଣାଟକ: ଗିରଫ ହେବା ଭୟରେ ଦୀର୍ଘ ଦିନ ହେବ ଲୁଚିବା ପରେ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା। ନିକଟରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହାପରେ ସେ ଗିରଫ ହୋଇଛନ୍ତି। ସୋମବାର…

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ଆହୁରି ହେବ ଜୋରଦାର, ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ଆହୁରି ଆକ୍ରମଣାତ୍ମକ ହେବ। ବିରୋଧୀ ଦଳର ନେତା ଏକାଠି ହୋଇ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।ସୋମବାର କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଗାନ୍ଧୀଜୀଙ୍କ ସ୍ମୃତି ଚରଣ

ଭୁବନେଶ୍ବର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହକୁ ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସଙ୍ଗୀତ…

ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ପ୍ରଯତ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌…

‘ଓଡ଼ିଶୀ ସଙ୍ଗୀତ ଉତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ 'ଓଡ଼ିଶୀ ସଙ୍ଗୀତ ଉତ୍ସବ' ଉତ୍କଳ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା…

ଉଡ଼ନ୍ତା ବିମାନରୁ ଡେଇଁ ଜୀବନ ବଞ୍ଚାଇଥିଲେ ମହିଳା: ୫୨ ବର୍ଷ ତଳର କାହାଣୀକୁ ସେୟାର କଲେ

ଏମିତି କିଛି ଘଟଣା ଅଛି ତାହା ଶୁଣିବା ପରେ ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ଆହୁରି ବଢିିଯାଏ । ଯଦି କେହି ମୃତ୍ୟୁ ମୁଖରୁ ଫେରି ଆସନ୍ତି, ତେବେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିଗଲେ ବୋଲି କହିଥାନ୍ତିି । ଯଦି ବିମାନ ଦୁର୍ଘଟଣା କଥା କହିବା ତାହାହେଲେ ଏଥିରୁ ବର୍ତ୍ତିବା ସମ୍ଭବ ନୁହେଁ । କିନ୍ତୁ…

ମୃତ ଘୋଷଣା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି : ମୃତ୍ୟୁ ପରେ କ’ଣ ଘଟିଲା ବଖାଣିଲେ

ୱାଶିଂଟନ: ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ କେହି ଜୀବିତ ହୁଅନ୍ତି ନାହିଁ । କିନ୍ତୁ ଆମେରିକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଡ଼ାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ଜଣେ ବ୍ୟକ୍ତି ପୁନର୍ବାର ଜୀବିତ ହେଇ ଉଠିଛନ୍ତି । କେବଳ ଏତିକି ନୁହେଁ, ମୃତ୍ୟୁ ପରେ ତାଙ୍କ ସହିତ କ’ଣ…

ଓସ୍କାର ବିଜେତା ଏମଏମ କୀରାଭାନୀ କରୋନା ସଂକ୍ରମିତ

ମାଡ୍ରାସ:ଆରଆରଆର ଫିଲ୍ମର ନାଟୁ ନାଟୁ ସଙ୍ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିବା ସଙ୍ଗୀତକାର ଏମଏମ କୀରାଭାନୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେ ଜଣ ଏଥିରେ ସଂକ୍ରମିତ ହୋଇ ସାରିଲେଣି । କୀରାଭାନୀଙ୍କୁ…