Latest Odisha News

BREAKING NEWS

ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ । ସାହିତ୍ୟ ସର୍ଜନା…

ଜଳୁଥିବା ଚୁଲି ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ବାବା, ଭିଡିଓ ଦେଖି ସମସ୍ତେ ସ୍ତବ୍ଧ

ନୂଆଦିଲ୍ଲୀ : ବାବା କହିଲେ ସମସ୍ତେ ଜାଣନ୍ତି । ବାବାମାନଙ୍କର ଅଲୌକିକ କାର୍ଯ୍ୟକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କେଉଁଠାରେ ବାବା ବର୍ଷ ବର୍ଷ ଧରି ଛିଡ଼ା ହୋଇ ତପସ୍ୟା କରିଥାଆନ୍ତି ତ କେତେବେଳେ ପାଣି ଉପରେ ପଦ୍ମାସନ କରି ବସିବାର ଆପଣ ଦେଖିଥିବେ ଏବଂ ଶୁଣିଥିବେ। ତେବେ ଏହି…

ନବରଙ୍ଗପୁର ଜିଲ୍ଲାରେ ବାଇପାସ୍ ରୋଡ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବାଇପାସ ରୋଡ୍‌ ନିର୍ମାଣ ପାଇଁ ୧୬୯.୨୭ କୋଟି ଟଙ୍କା ମଞ୍ଜୁରୀକୁ ଅନୁମୋଦନ ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଥିପାଇଁ ଜମି ଅଧିଗ୍ରହଣ ମଧ୍ୟ ସରିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ? Odisha In the…

ଇଫ୍‌ତାର ପାର୍ଟିରେ ଭୋଜନ ଖାଇ ୧୦୦ରୁ ଅଧିକ ଅସୁସ୍ଥ; ଏକାଧିକ ଗୁରୁତର

କୋଲକାତା: ରମଦାନ ପ୍ରାର୍ଥନା ପରେ ମସ୍‌ଜିଦ୍‌ ପରିସରରେ ଇଫ୍‌ତାର ପାର୍ଟିରେ ଭୋଜନ କରି ଅସୁସ୍ଥ ହେଲେ ଶତାଧିକ ମୁସଲମାନ ଶ୍ରଦ୍ଧାଳୁ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅସୁସ୍ଥଙ୍କ ମଧ୍ୟରେ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।…

ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ତ୍ରୀ-ଆଇପିଏସ ଅଫିସର

ଅମୃତସର:ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ତ୍ରୀ ଓ ଆଇପିଏସ । ଆଇପିଏସ ଅଫିସର ତଥା ମନସା ଏସପି ଜ୍ୟୋତି ଯାଦବ ଓ ପଞ୍ଜାବ ମାନ ସରକାରର ଶିକ୍ଷାମନ୍ତ୍ରୀ ହରଜୋତ ସିଂହ ବୈଂଶ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବିବାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ ଦିଲ୍ଲୀ…

ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କଲେ ଭାରତର ସରକାର

ନୂଆଦିଲ୍ଲୀ:  କାନାଡ଼ାରେ ଥିବା ଭାରତୀୟ ବାଣିଜ୍ୟିକ ଦୁତାବାସ ଉପରେ ଖଲିସ୍ତାନୀ ଆକ୍ରମଣକାରୀ ଉପଦ୍ରବ ନେଇ ଦିଲ୍ଲୀ ସ୍ଥିତ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କଲେ ଭାରତ ସରକାର। ପୁଲିସ ଫୋର୍ସ ଉପସ୍ଥିତିରେ ବିଚ୍ଛିନ୍ନତାବାଦୀମାନେ କେମିତି ଏଭଳି ଆକ୍ରମଣ କଲେ ତାହାର ଉତ୍ତର ରଖିବାକୁ କାନାଡ଼ା…

ଝାରସୁଗୁଡା ସହର ଭିତରେ ପଶିଲେ ହାତୀପଲ, ରାତିରେ ବଜାର ବୁଲିଲେ

ଝାରସୁଗୁଡ଼ା:ସହର ଭତରକୁ ପଶି ଆସିଲେ ହାତୀପଲ । ସାରା ରାତି ବୁଲିଲେ । ଗୋଟିଏ ବା ଦୁଇଟି ନୁହଁନ୍ତି । ପୁରା ୧୨ଟି ହାତୀ । ଅନ୍ଧାର ରାତିର ଶୂନଶାନ ସଡକରେ ଯେମିତି ରାଜ କରୁଥିଲେ । ଲୋକେ ଜଣିବା ପରେ ଭୟରେ କବାଟ କିଳି ଲୁଚି ରହିଥିଲେ । ଏ ଦୃଶ୍ୟ ଥିଲା ଝାରସୁୁଗୁଡା ସହରର । ଶନିବାର…

ଝଡବର୍ଷା ବେଳେ ବଜ୍ରାଘାତରେ ୩୫୦ରୁ ଅଧିକ ଛେଳି ଓ ମେଣ୍ଢାଙ୍କର ମୃତ୍ୟୁ

ଉତ୍ତରକାଶୀ: ବର୍ଷା ସାଙ୍ଗକୁ ଏବେ ଆକାଶରୁ ଖସୁଛି ପ୍ରାଣଘାତକ ବିଜୁଳି ଆଲୁଅ। ବର୍ଷା ସମୟରେ ବାହାରକୁ ବାହାରିବା ଜାଣ କାଳକୁ ଡାକିବା। ଶନିବାର ରାତିରେ ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଜୁଳିଘଡ଼ଘ଼ଡିରେ ୩୫୦ରୁ ଅଧିକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଛି। ଦୁଣ୍ଡା ବ୍ଲକ୍‌ ଖଟ୍ଟୁ ଖାଲ ଜଙ୍ଗଲରେ…

ଇସ୍ରୋକୁ ମିଳିଲା ପୁଣି ସଫଳତା: ମହାକାଶକୁ ପଠାଇଲା ୩୬ ସାଟେଲାଇଟ

ଶ୍ରିହରିକୋଟା:  ଇସ୍ରୋକୁ ମିଳିଲା ପୁଣି ଏକ ସଫଳତା । ଏକାସାଙ୍ଗରେ ମହାକାଶକୁ ପଠାଇଛି ୩୬ ସାଟେଲାଇଟ । ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ…

ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେଲେ ସରକାର

ବରଗଡ଼: ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ…