Latest Odisha News

BREAKING NEWS

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତୀୟ ବକ୍ସର । ଏହି ପ୍ରତିଯୋଗିତାରେ ଭାରତର ୪ଜଣ ବକ୍ସର ସ୍ୱର୍ଣ୍ଣ ପଦକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ରବିବାର ୭୦ରୁ ୭୫ କିଗ୍ରା ବିଭାଗରେ ଲଭଲୀନା ବୋରଗାହେନ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଥିଲେ । ସେ…

ସୁସ୍ଥ ରହିବାକୁ କରୁଥିଲେ ୮ ଘଣ୍ଟା ବ୍ୟାୟାମ: ଅଚଳ ହୋଇଗଲା ପୁରା ଶରୀର

ଚୀନ୍‌: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଏହା ସମସ୍ତେ ମତ ଦିଅନ୍ତି । କିନ୍ତୁ କେହି କେବେ ଭାବିଛନ୍ତି କି ମଣିଷ ପାଇଁ କେତେ ବ୍ୟାୟାମ କରିବା ଦରକାର ? ଅନେକ ଲୋକ କିଛି ନ ଜାଣି ବ୍ୟାୟାମ କରନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ…

ଫିଲ୍ମ ‘ଭୋଲା’କୁ ମିଳିଲା ସିବିଏଫସିର ‘ଏ’ ସାର୍ଟିଫିକେଟ୍

ମୁମ୍ବାଇ: ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା' । ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପକ୍ଷରୁ ‘ଏ’ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ଫିଲ୍ମର ପୁରା ଟିମ୍ ଖୁସି ଥିବା ଜଣାଯାଇଛି । ଏହି…

ଶରୀରରେ ୧୨ତମ ଟାଟ୍ଟୁ କଲେ କିଙ୍ଗ କୋହଲି

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇପିଏଲ ୨୦୨୩ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ୩୪ ବର୍ଷୀୟ କୋହଲ ତାଙ୍କ ହାତରେ ଏକ ନୂଆ ଟାଟ୍ଟୁ କରିିଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ମିଶାଇ କୋହଲିଙ୍କ ଶରୀରରେ…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖିତ ଜରୀନ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ସେ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି । ରବିବାର ୪୮ରୁ ୫୦ କିଗ୍ରା ବିଭାଗର ଫାଇନାଲରେ ନିଖତ ଭିଏତନାମର ନ୍ୟୁଗେନ ଥୀ ତାମଙ୍କୁ ୫-୦ରେ ପରାସ୍ତ…

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…

ଡିସେମ୍ବର ସୁ୍ଦ୍ଧା ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପୋଲ; କାମର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ:  ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଚେନାବ ନଦୀ ଉପରେ ନିର୍ମାଣାଧୀନ ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜ୍  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି  ବ୍ରିଜର ନିର୍ମାଣକାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିବେଳେ  ଚେନ୍ନାବ ନଦୀ କୂଳରେ ସମ୍ବାଦିକମାନଙ୍କୁ ଏହି ବୃହତ୍ତମ ରେଳବ୍ରିଜ ସମ୍ପର୍କରେ…

ପ୍ରେମରେ ଏମିତି ହୁଏ : ୫୦ ବର୍ଷ ପରେ ମିଶିଲେ ପ୍ରେମୀ ଯୁଗଳ

ନ୍ୟୁୟର୍କ: କୁହାଯାଏ ପ୍ରେମ ଚିରନ୍ତନ । ଏହାର ଶେଷ ନାହିଁ । ବୟସ ବର୍ଗ ନିର୍ବିଶେଷରେ କେତେବେଳେ କେହି ବି ପ୍ରେମରେ ପଡ଼ିଯାଆନ୍ତି,ତାହା ଅଜଣାତରେ ହୋଇଯାଏ । ଏମିତି ଅନେକ ଉଦାହରଣ ଅଛି । ତେବେ ନିକଟରେ ନ୍ୟୁୟର୍କ ବାସିନ୍ଦା ଏକ ପ୍ରେମୀଯୁଗଳଙ୍କ ୫୦ ବର୍ଷ ପରେ ଏକାଠି ହେବା ପ୍ରସଙ୍ଗ ସୋସିଆଲ…

ସୁଇସ ଓପନ ବ୍ୟାଡମିଂଟନ: ସାତ୍ୱିକ-ଚିରାଗଙ୍କୁ ଡବଲ୍ସ ଟାଇଟଲ

ନୂଆଦିଲ୍ଲୀ: ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ସୁଇସ ଓପନ ସୁପର ସିରିଜ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଫାଇନାଲରେ ଚୀନ ଟ୍ୟାଙ୍ଗ କ୍ୱିୟାନ ଓ ରେନ ୟୁ ଯୋଡିଙ୍କୁ ୨୧-୧୯ ଓ ୨୪-୨୨ ସେଟରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ…

ପ୍ରଥମ ଓଡ଼ିଆ ଭାବେ BAIର ଉପସଭାପତି ହେଲେ ଅନିନ୍ଦିତା ପୂଜାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓକିଲ ଅନିନ୍ଦିତା ପୂଜାରୀ ପ୍ରଥମ ଓଡ଼ିଆ ଭାବେ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଏଆଇର ଉପସଭାପତି ପଦରେ ଅନିନ୍ଦିତା ୨ ବର୍ଷ ରହିବେ । ଏହା ପୂର୍ବରୁ ଅନିନ୍ଦିତା ଦୁଇଥର ବିଏଆଇର ସାଧାରଣ ସମ୍ପାଦିକା ଭାବେ…