Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା କରି ବଡ଼ଦ୍ୱାର ପ୍ରତିହାରୀଙ୍କ ବିଷୟରେ ବିଷଦ ଆଲୋଚନା ପରେ। ଆସନ୍ତୁ ଜାଣିବା ଅନ୍ୟ ପ୍ରତିହାରୀଙ୍କ ବିଷୟରେ, ପ୍ରଥମେ ଧୁକୁଡି…

ଆଦାନୀ ମାମଲାରେ ସରକାର କୌଣସି ହସ୍ତକ୍ଷେପ କରିନାହାନ୍ତି: ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନୟାଲ ପ୍ରତିକ୍ରିୟା ଦେଇଛନ୍ତି। ସଞ୍ଜୀବ ସାନୟାଲ କହିଛନ୍ତି ଯେ ଏହି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ କୌଣସି…

ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଭାରତ ଗୋଟିଏ ଦେଶ। ଏଠି ସମସ୍ତଙ୍କ ପାଇଁ ଆଇନ କାନୁନ ସମାନ ହୋଇଥିବା ବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ। ପୂର୍ବତନ କଂଗ୍ରେସ ସଭାପତି ତଥା ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ମାନହାନୀ…

ରାତି ଅଧରେ କୁଖ୍ୟାତ ଅପରାଧୀକୁ କମିଶନରେଟ ପୋଲିସର ଏନକାଉଣ୍ଟର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀରେ ଗର୍ଜିଲା ପୁଲିସର ବନ୍ଧୁକ। କୁଖ୍ଯାତ ଅପରାଧୀ ତଥା କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ଜିତେନ୍ଦ୍ର ପଲେଇ ଓରଫ ଜିତୁକୁ ଏନକାଉଣ୍ଟର କରିଛି ପୋଲିସ। ଖାରବେଳ ନଗର ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଜିତୁ…

ଗତ ବର୍ଷ ତୁଳନାରେ ହୀରାକୁଦରେ କମିଛି ଜଳସ୍ତର, ସରକାରକୁ ଘରିଲେ ବିଜୟ-ନରସିଂହ

ଭୁବନେଶ୍ୱର: ଯଦିଓ ମହାନଦୀରେ ପାଣି ଶୁଖିଗଲାଣି କିନ୍ତୁ ଦୀର୍ଘବର୍ଷ ହେବ ଖରା ଦିନେ ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହୋଇପାରିନି। କିନ୍ତୁ ନେତାଙ୍କ ବୟାନବାଜି ଥମିବରା ନା ନେଉନି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିବା ସହ ହୀରାକୁଦ ଡ୍ୟାମରେ…

ମହାନଦୀ: ଛତିଶଗଡ ଓ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ମହାନଦୀ ଶୁଖିବା ଦୃଶ୍ୟ ଓଡ଼ିଶାରେ ଲୋକଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପଡ଼ୋଶୀ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲର ଅବଧି ବଢ଼ାଇଛନ୍ତି। ମହାନଦୀ…

‘ଯେଉଁମାନେ ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ସଂରକ୍ଷଣ ବର୍ଗରୁ ବାଦ୍…

ଭୁବନେଶ୍ୱର: ଧର୍ମ ପରିବର୍ତ୍ତନ କରିଥିବା ଜନଜାତିଙ୍କୁ ଅନୁସୂଚିତ ଜନଜାତି(ଏସଟି) ତାଲିକାରୁ ବାଦ୍ ଦେବା ଦାବିରେ ଶନିବାର ଓଡ଼ିଶା ଜନ ଜାତି ସୁରକ୍ଷା ମଞ୍ଚ ବ୍ୟାନରରେ ଶତାଧିକ ଆଦିବାସୀ ଭୁବନେଶ୍ୱରରେ ଏକ ବିଶାଳ ରାଲି କରିଥିଲେ। ନିଜର ପାରମ୍ପରିକ ପୋଷାକ ପରିଧାନ କରି ବିଭିନ୍ନ ଜିଲ୍ଲାରୁ…

ସ୍ଥାୟୀ ନିଯୁକ୍ତି ଦାବିରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ବିଶାଳ ରାଲି

ଭୁବନେଶ୍ୱର: ଚାକିରି ନିୟମିତ କରିବା ସମେତ ବିଭିନ୍ନ ଦାବି ପୂରଣ ଦାବିରେ ଶନିବାର ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ଲୋୟର ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଉଟସୋର୍ସିଂ କର୍ମଚାରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜି ଛକକୁ ଯାଇ ଚାକିରୀ ସୁରକ୍ଷା ଓ ଦରମା…

ଯୁକ୍ତ ୨ ପରୀକ୍ଷା ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ, କହିଲେ ସାପ କାମୁଡି ଦେଇଥିଲା

କେନ୍ଦୁଝର: ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାରେ ଆହତ ହୋଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଥିବାରୁ ଆଉ କାହାକୁ ସାପ କାମୁଡିବା କଥା ନଜଣାଇ ଶନିବାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ। ହେଲେ ଉତ୍ତର ଖାତାରେ ଲେଖିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଅସୁସ୍ଥ ହେବାର କାରଣ…

ନକଲି ସାର୍ଟିଫିକେଟ ରାକେଟ: କୋଚିଂ ସେଣ୍ଟର ମାଲିକ ଅଟକ

ବଲାଙ୍ଗୀର: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଯାଇ ଶନିବାର ବଲାଙ୍ଗୀର ପୁଲିସ ଏକ କୋଚିଂ ସେଣ୍ଟରର ମାଲିକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିବା ସହ ବହୁ ନାମୀଦାମୀ ଅନୁଷ୍ଠାନର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଜବତ କରିଛି। ବଲାଙ୍ଗୀରରେ ପୋଷ୍ଟ ଅଫିସରେ ଚାକିରି…