ପତ୍ନୀ କିଆରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ଆୱାର୍ଡ଼ ଡେଡିକେଟ୍ କଲେ ସିଦ୍ଧାର୍ଥ
ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ବିବାହ କରିଥିଲେ । ବିବାହ ପରେ ଉଭୟ କଳାକାର ବେଶ୍ ଚର୍ଚ୍ଚାରେ ଅଛନ୍ତି । ଶୁକ୍ରବାର ରାତିରେ ଏକ ପୁରସ୍କାର ବିତରଣ ଉତ୍ସବରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶ୍ରେଷ୍ଠ ଷ୍ଟାଇଲ୍ ପୁରସ୍କାର ପ୍ରଦାନ…