Latest Odisha News

BREAKING NEWS

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଭୁବନେଶ୍ୱର:ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରଛନ୍ତି ।ଶ୍ରୀ ଜେନା ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଥିଲେ । ସେ ବୈଜ୍ଞାନିକ ଗବେଷଣାକୁ ଗୁରୁତ୍ୱ ଦେଉଥିଲେ । ବିଶେଷ କରି…

ଗତବର୍ଷର ଅଘଟଣ ପାଇଁ ଚଳିତ ବର୍ଷ ହୋଲିରେ ଗାଁ ପାଲଟିଛି ରଙ୍ଗହୀନ

ଯାଜପୁର : ରଙ୍ଗର ପର୍ବ ହେଉଛି ହୋଲି ପର୍ବ । ଯେଉଁ ହୋଲି ରଙ୍ଗ ରେ ରଙ୍ଗିନ ହେଉଥିଲା ପୁରା ଗାଁ , ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । ଗାଁରେ କେବଳ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ଆରପାରିକୁ ଚାଲିଗଲେ ୬ ଭାଇ  । ଆମେ କହୁଛୁ…

ହୋଲି ପାଇଁ ବନ୍ଦ ରହିବ ‘ମୋ ବସ୍’ ସେବା; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଆସନ୍ତାକାଲି ହୋଲି । ସକାଳ ୭ରୁ ଆରମ୍ଭ ହେବ ରଙ୍ଗ ଖେଳ  ।  ହୋଲିରେ ମୋ ବସ ଚଳାଚଳ ନେଇ ଆଗୁଆ ଜାରି ହୋଇଛି ଗାଇଡଲାଇନ । ଏହି ଉପଲକ୍ଷେ  ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଓ  ରାଉରକେଲାରେ ଗଡିବନି ମୋ ବସ । କ୍ରୁଟ ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ଅପଲୋଡ…

ହୋଲିରେ ମଦ ମନା: ସାରା ସହରକୁ ଜଗିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାତି ପାଇଲେ ହୋଲି । ଚାଲିଛି ଅନେକ ପ୍ରସ୍ତୁତି । ଏସବୁ ଭିତରେ କମିଶନରେଟ ପୋଲିସ ଜାରି କରିଛି  ହୋଲି ଗାଇଡଲାଇନ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରିବା ପାଇଁ ଯଦି ଯୋଜନା ରଖିଛନ୍ତି ତେବେ ସାବଧାନ । କାରଣ ସବୁଆଡେ ଘୁରି ବୁଲିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା…

ଦେଶଫାଲ ଲୋକକଳା ମହୋତ୍ସବରେ ଦୁଲୁକୁଛି ମଞ୍ଚ

ସୁବର୍ଣ୍ଣପୁର : ମଞ୍ଚ ଉପରେ ଭଳିକି ଭଳି ଲୋକ ନୃତ୍ୟର ମାହୋଲ । ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ତିନି ଦିନ ଧରି ହେବାକୁ ଥିବା ଦେଶଫାଲ ଲୋକକଳା ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ଯୋଗ ଦେଇ ନିଜ ନିଜର ଲୋକନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହା କେବଳ ମନୋରଞ୍ଜନ ନୁହେଁ…

କୋହଲି, ଗେଲ କିମ୍ବା ଧୋନୀ ନୁହେଁ, ଆସନ୍ତୁ ଜାଣିବା ଡିଭିଲର୍ସଙ୍କ ଶ୍ରେଷ୍ଠ ଟି୨୦ ଖେଳାଳି କିଏ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସଙ୍କୁ ସର୍ବଦା ଏକ ମହାନ କ୍ରିକେଟର ଭାବେ ବିବେଚନା କରାଯାଏ । ଟେଷ୍ଟ, ଦିନିକିଆ ଏବଂ ଟି୨୦ରେ ସେ ତାଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ପାରିଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ ଅନେକଗୁଡିଏ…

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି-ଏସପି

ଭବନେଶ୍ୱର: ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏମିତି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ଏକ ପ୍ରେସ ମିଟ କରି ଏସପି କହିଛନ୍ତି, ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ  ପାଣିରେ ବୁଡ଼ି ହୋଇଛି  । …

ସ୍ୱଳ୍ପ ଗଳ୍ପ : ରାଜକନ୍ୟାର ପ୍ରେମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୮ ପ୍ରେମ ଅଦ୍ଭୁତ । ରାଜକନ୍ୟାର ପ୍ରେମ ସବୁବେଳେ ହିଁ କେବଳ ଅଦ୍ଭୁତ । ପ୍ରେମ ଅଦ୍ଭୁତ ଏଇଥିପାଇଁ ଯେ ପ୍ରେମରେ ପଡିଯିବାର ବୟସ୍କ କାଳରେ ପୃଥିବୀର ସମସ୍ତ ଅସମ୍ଭବକୁ ସମ୍ଭବ କରିବା ଆଉ ସମସ୍ତ ଅଘଟଣକୁ ଘଟଣ କରିବା ଭଳି…

୨୦ ଟଙ୍କା ଅଧିକ ନେଇଥିବାରୁ ଏବେ ରେଳବାଇ ଦେବ ୧୦ ହଜାର ଟଙ୍କାର ଜରିମାନା

ମଥୁରା: ଟିକେଟ ଦାମ ଯେତିକି ଥିଲା, ତାହାଠାରୁ ଅଧିକ ୨୦ ଟଙ୍କା ଆଦାୟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ବାସ୍ତବରେ ଏହି ମାମଲାଟି ୨୩ ବର୍ଷ ତଳର ହୋଇଥିବାବେଳେ ଏବେ ରେଳବାଇକୁ ଜରିମାନା ଦେବାକୁ ପଡିବ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୨୫, ୧୯୯୯ରେ ଦୁଇଜଣ ଯାତ୍ରୀ ମଥୁରାରୁ…

ଆମେରିକା ରଣନୀତିରେ ଚିନ୍ତାରେ ଚୀନ

ବେଜିଂ: ଆମେରିକା ରଣନୀତିରେ ଏବେ ଚୀନ ଚିନ୍ତାରେ ପଡିଛି । ବେଲୁନ ମାଧ୍ୟମରେ ଗୋଇନ୍ଦାଗିରି କରୁଥିବା ନେଇ ଚୀନକୁ ସିଧାସଳଖ ଆମେରିକା ଧମକ ଦେଇ ସାରିଛି । ଏବେ ପଶ୍ଚିମଦେଶଗୁଡିକ ସହାୟତାରେ ଚୀନକୁ ଘେରିବାକୁ ଚେଷ୍ଟା କରୁଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ନେଇ ଖୋଲାଖୋଲି ଭାବେ ଏ…