Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

କବିତା : ଫଗୁଣ ଆସୁଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଛନ୍ନ । ପହିଲି ବସନ୍ତ ନିଆରା ମଳୟ ଆଣୁଛି ଚୋରା ଚଇତି ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ କାର୍ତ୍ତିକ ମାସ ପବିତ୍ର ପଞ୍ଚକର ଆଜି ତୃତୀୟ ଦିବସ ଅର୍ଥାତ ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ। କାଲି ଶ୍ରୀଜୀଉମାନଙ୍କର ହୋଇଥିଲା ବାଙ୍କଚୂଡ଼ ବେଶ ବା ବାମନ ବେଶ…

ଖରାଦିନେ ପିଅନ୍ତୁ ଆଖୁରସ…

ଋତୁ ପରିବର୍ତ୍ତନ ହେଉଛି । ଦିନକୁ ଦିନ ବଢ଼ୁଛି ତାତି । ସେଥିପାଇଁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଅପେକ୍ଷା ପାନୀୟ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଶେଷ କରି ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଆମ୍ବ, କମଳା ପରି ଫଳ ପସନ୍ଦ…

ପରୀକ୍ଷା ହଲରୁ ବାହାରିବା ପରେ ପ୍ରେମିକାକୁ ଲହୁଲୁହାଣ କଲା ପ୍ରେମିକ

ରାୟଗଡା: ପ୍ରେମିକାକୁ ପ୍ରେମିକର ମରଣାନ୍ତକ ଆକ୍ରମଣ। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଗୁମୁଡାଠାରେ ଥିବା ଦ୍ରୌପଦୀ ଜୁନିୟର କଲେଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗୁମୁଡା କଲେଜରେ +୨ ପରୀକ୍ଷା ଚାଲିଥିଲା। ପରୀକ୍ଷା ସରିବା ପରେ ବାହାରକୁ ବାହାରିଥିଲେ…

ଆଜି ପୁରୀରେ ହେବ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ଆସିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର। ବିମାନବନ୍ଦରରୁ ମର ଶରୀର ବାହାରକୁ ଅଣାଯିବା ବେଳେ ପିଣ୍ଟୁଙ୍କ ପତ୍ନୀ, ସମ୍ପର୍କୀୟ ଏବଂ ଓଲିଉଡ ଅଭିନେତା ଉପସ୍ଥିତ ଥିଲେ। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ…

କୋରାପୁଟରେ ଗଞ୍ଜେଇ କିଣିବାକୁ ଯାଉଥିବା ବେଳେ ବିଡାବିଡା ନୋଟ୍ ସହ ରାଜସ୍ଥାନର ଦୁଇ ଜଣ ଗିରଫ

ଜୟପୁର: ଗଞ୍ଜେଇ କିଣିବୁକା ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ରାଜସ୍ଥାନର ଗୋପାଳ ଲାଲ ଜାଟ, ଗୋପାଳ ଲାଲ ଗୁଜର। ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପାତ୍ରପୁଟ, କୋଟା ଛକ ଦେଇ ଆନ୍ଧ୍ରକୁ ଯାଉଥିବା ବେଳେ…

ରେଭେନ୍ସା ଫିଲ୍ମ ଫେଷ୍ଟିଭାଲ ବାତିଲକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରେଭେନ୍ସା ଫିଲ୍ମ ଫେଷ୍ଟିଭାଲକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯିବାକୁ ନେଇ ଗୁରୁବାର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ ତିନି…

ଡାକ୍ତର, ନର୍ସ ବାୟୋମେଟ୍ରିକରେ ଉପସ୍ଥାପନା ପକାଇବେ

ଭୁବନେଶ୍ୱର: ଖୁବଶୀଘ୍ର ସମସ୍ତ ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେବ। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଗୁରୁବାର ଏହି ସୂଚନା ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସମସ୍ତ ଜିଲ୍ଲା…