ଏକ୍ଜିଟ୍ ପୋଲ୍: ନାଗାଲଣ୍ଡରେ ପୁଣି ଏନ୍ଡିପିପି-ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଏହି ନେତା ପ୍ରଥମ ପସନ୍ଦ
ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଆସିଲା ଏକ୍ଜିଟ୍ ପୋଲ ରିପୋର୍ଟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ୍ଜିଟ୍ ପୋଲ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ, ନାଗାଲାଣ୍ଡରେ ପୁଣିଥରେ ବିଜେପି ମେଣ୍ଟ ସରକାର କ୍ଷମତାରେ ରହିବ।
ସୋମବାର ପ୍ରକାଶିତ ଏକ୍ଜିଟ୍ ପୋଲ ରିପୋର୍ଟ…