ଫ୍ଲପ୍ ହେଲା ସେଲ୍ଫି, ନିଜକୁ ଦୋଷୀ କଲେ ଅକ୍ଷୟ
ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ୍ ହୋଇଥିଲା ଫିଲ୍ମ ‘ସେଲଫି' ଫ୍ଲପ୍ ହୋଇଛି । ରିଲିଜ୍ ର ପ୍ରଥମ ଦିନରେ ମାତ୍ର ୩ କୋଟି ଟଙ୍କା ବ୍ୟବସାୟ କରିପାରିଥିଲା ଏହି ଫିଲ୍ମ । କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହେଲା । ଏଥିପାଇଁ ସଂପୂର୍ଣ୍ଣ ଭାବେ ନିଜକୁ ଦୋଷୀ…