କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍
ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ହେବା ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍ ହୋଇଛନ୍ତି। ଗୁରୁବାର ତାଙ୍କ ସାମ୍ପଲ ଟେଷ୍ଟର ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସେ କ୍ୱାରେଣ୍ଟିନ୍ରେ ରହିଥିବା ସୂଚନା…