ସମ୍ବଲପୁରରେ ଅଣ୍ଡା ବାଇଗଣ: ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ସେମିତି ସୁଆଦିଆ
ସମ୍ବଲପୁର: ସମ୍ବଲପୁରରେ ଜଣଙ୍କ ବାଡିରେ ଲାଗିଥିବା ଗଛରେ ଫଳିଥିବା ବାଇଗଣ ଅଣ୍ଡାଭଳି ଦେଖାଯାଉଛି। ତେଣୁ ଏହାକୁ ଅଣ୍ଡା ବାଇଗଣ ବୋଲି କୁହାଯାଉଛି। ଏହା ଆଖିକୁ ଦେଖିବାକୁ ସୁନ୍ଦର ଯେମିତି, ସୁଆଦିଆ ମଧ୍ୟ। ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳର ଏହି ଅଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସ୍ଥାନୀୟ…