ପୁସ୍ତକ ପରିଚୟ : ଭାବ ବଇଭବ
ତାରାପ୍ରସାଦଙ୍କ 'ଭାବ ବଇଭବ' ଶହେଟି ଗୀତି..... ଅସରନ୍ତି ପ୍ରୀତି....
ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା
ଭାବ ବଇଭବ
କବିତା ସଙ୍କଳନ
କବି : ତାରାପ୍ରସାଦ ଜେନା
ଜେଇସି ପବ୍ଲିକେସନ
ପୃଷ୍ଠା : ୧୧୨
ମୂଲ୍ୟ : ୧୯୯
ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ…