ଆଦିବାସୀ ମେଳାର ନବମ ଦିନରେ ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗତ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ନବମ ଦିବସରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଅଧିକ…