Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର କମିଶନର ତଥା ଶାସନ ସଚିବଭାସ୍କର ଜ୍ୟୋତି ଶର୍ମା, ଏବଂ…

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା…

ନବ ଦାସ ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ ଗଲେ ଡିଜିପି: କହିଲେ-ତଦନ୍ତ ପାଇଁ ସମୟ ଲାଗିବ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୦ ଦିନ ବିତି ଗଲାଣି ।  ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି,   ରୋଚକ ମୋଡ ନେଉଛି ଘଟଣା । କିନ୍ତୁ ସତ ବାହାରୁନି । ଗତକାଲି ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଡେମୋ ଦେଖାଇଥିଲା ।   ହତ୍ୟାର ୧୦ ଦିନ ପରେ କ୍ରାଇମ ସ୍ପଟକୁ…

ବିନା ପୋଷାକରେ ରୁହନ୍ତି ମହିଳା, ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ଏହି ପ୍ରଥା

ଦୁନିଆ ବହୁତ ବଡ ଏବଂ ବିଚିତ୍ର । ଏହାର ପ୍ରତ୍ୟେକ କୋଣରେ ରହୁଥିବା ଲୋକମାନଙ୍କର ରୀତିନୀତି ଓ ପରମ୍ପରା ମଧ୍ୟ ଭିନ୍ନ । ଆମ ରୀତିନୀତି ବିଷୟରେ ତ ଆମେ ଜାଣୁ । ହେଲେ  ଏମିତି କିଛି ପ୍ରଥା, ପରମ୍ପରା ରହିଛି ଯାହା ଆମେ ଜାଣିନୁ । ଜାଣିଲେ ବି ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏମିତି ଏକ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇମାଇଲ ଭଞ୍ଜନଗରର ବିରାଟ ଜଳଭଣ୍ଡାର, ପାହାଡ଼ ଉପରୁ ମାନଚିତ୍ରରେ ଥିବା ଛୋଟିଆ ନୀଳଦେଶଟିଏ ପରି ଦିଶୁଛି । ଅତି ନିକଟକୁ ଦେଖାଯାଉଛି ଭଞ୍ଜ ନଗର ଜେଲ୍‌ର ଅଭ୍ୟନ୍ତର ପରିସର । ବନ୍ଦୀମାନଙ୍କ ମଧ୍ୟରୁ କେହି କେହି ଦଉଡ଼ି…

ନିଆରା ନେତା: ନିର୍ବାଚନ ସମୟରେ ଦେଇଥିବା କଥା ରଖିଲେ

ଭବାନୀପାଟଣା: କଥା ଦେଇଥିଲେ, କଥା ରଖିଲେ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ । ନେତାଙ୍କର ଏ କାମକୁ ଦେଖିବା ପରେ ଜନତା ବି ଭାରି ଖୁସି । ଅନେକ ଦିନର ସମସ୍ୟାର ସମାଧାନ ତ ହେଲା ।  ହେଲେ ସେ ବାଛିଥିବା ବ୍ୟକ୍ତି ଯେ ପ୍ରକୃତରେ ଜଣେ ସଚ୍ଚା ନେତା.. ଏହା ତାଙ୍କ ଖୁସିକୁ ଦ୍ୱିଗୁଣିତ କରି…

ଧ୍ୱଂସସ୍ତୁପ ତଳେ ହସିଲା ଜୀବନ; ୩୦ ଘଣ୍ଟା ପରେ ମା’ର ଗର୍ଭନାଡ କାଟି ନବଜାତକକୁ ଉଦ୍ଧାର କଲେ ମାମୁ

ଇସ୍ତାନବୁଲ: ମୃତ୍ୟୁ ଦାନବକୁ ମାତ ଦେଇ ହସୁଛି ଜୀବନ । ଚାରିଆଡେ ଧ୍ୱଂସସ୍ତୁପ, ହାହାକାର । ମାଟିତଳୁ ଶୁଭୁଛି ମୁମୂର୍ଷୂଙ୍କ ବଞ୍ଚିବା ପାଇଁ ଆକୁଳ ନିବେତନ । ସେପଟେ ପରିଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଛାତିପଟା କାନ୍ଦ ଆକାଶର ଛାତିକୁ ଥରାଇ ଦେଉଛି । ଆଉ ତା ଭିତରେ ହସି ହସି ଦୁନିଆକୁ ଆସୁଛି…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ରହିଛି ଏହିସବୁ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରି ୧୦ ଓ ୧୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ସଚିବାଳୟ ‘ପର୍ସନାଲ୍‌ ସେଲ୍‌’ ପକ୍ଷରୁ ଜାରି ହୋଇଥିବା ଗସ୍ତ ସୂଚୀରେ ଏହି ସୂଚନା…

ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସଦୃଶ ପିଚ କରିଛି ଭାରତ!

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବ । ଭାରତ ଏହ ସିରିଜରେ ବିଜୟ ହାସଲ ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆ ଉଦ୍ୟମ କରିବ । ତେବେ ବୁଧବାର ପିଚର ପ୍ରସ୍ତୁତି ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଚର…

ଏହି ମହାନଗରଗୁଡିକରେ ତନ୍ଦୁରୀ ରୋଟି ବ୍ୟାନ୍ ! ନିୟମ ଉଲ୍ଲଂଘନ କଲେ ୫ ଲକ୍ଷ ଫାଇନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କେତେକ ସ୍ଥାନରେ ଏବେ ଆଉ ଦେଖିବାକୁ ମିଳି ନପାରେ ତୁନ୍ଦୁରୀ ରୋଟି। କାରଣ ଏହା ଉପରେ ବ୍ୟାନ୍ ଲାଗିଛି। ଯିଏ କାଟ ଓ କୋଇଲା ଚୂଲିରେ ତନ୍ଦୁରୀ ରୋଟି ତିଆରି କରିବେ ତାଙ୍କୁ ହେବ ମୋଟା ଅଙ୍କର ଫାଇନ୍। ଏଥିପାଇଁ ସବୁ ହୋଟେଲ୍, ରେସ୍ତୋରାଁ ଓ ଢାବାକୁ ନୋଟିସ୍ ଦିଆ…