Latest Odisha News

BREAKING NEWS

କୁନି ଭାଇକୁ ଚାପି ଧରି ଭଉଣୀ କହୁଛି ‘ ଏ ଭଗ୍ନସ୍ତୁପ ମୋ ଉପରେ ଖସିପଡୁ, କିନ୍ତୁ ମୋ ଭାଇର କିଛି ନ ହେଉ

ନୂଆଦିଲ୍ଲୀ:ଭୟଙ୍କର ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ  ଭୟଙ୍କର ପରିସ୍ଥିତି । ଯୁଆଡେ ଚାହିଁବ ସିଆଡେ ଧ୍ୱଂସର ତାଣ୍ଡବ । ଘରଠାରୁ ଗଛପତ୍ର ମାଟିରେ ଶୋଇ ଯାଇଛି । ଭଗ୍ନସ୍ତୁପ ଭିତରୁ ଶୁଭୁଛି କ୍ଷୀଣ କରୁଣ ଚିତ୍କାର  । ଉଦ୍ଧାର କାର୍ଯ୍ୟ ପାଇଁ ଯେମିତି କମ ପଡି ଯାଇଛି ହାତ । ଇତିମଧ୍ୟରେ…

ଏମିତି ଗାଁ ସମସ୍ତଙ୍କ ଘରେ ରହିଛି ବିମାନ

କାଲିଫର୍ଣ୍ଣିଆ:  ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ନିଜର ଗାଡି ଅଛି । ଆଜିକାଲି ପ୍ରତ୍ୟେକ ଘରେ ଏକ ବାଇକ୍ କିମ୍ବା କାର୍ ମିଳୁଛି । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କର ଚାର୍ଟାର୍ଡ ​​ବିମାନ ମଧ୍ୟ ଅଛି । କିନ୍ତୁ ଏହି ଦୁନିଆରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରତ୍ୟେକ…

ଲ୍ୟାବରେ କିପରି ପ୍ରସ୍ତୁତ ହୁଏ ହୀରା ଆସନ୍ତୁ ଜାଣିବା….

ନୂଆଦିଲ୍ଲୀ : ଅଳଙ୍କାର ପ୍ରତି ସମସ୍ତଙ୍କର ଅହେତୁକ ଆଗ୍ରହ ରହିଛି । ବିଶେଷ କରି ମହିଳାମାନେ ଅଳଙ୍କାରରେ ସଜ୍ଜିତ ହେବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ସୁନା, ରୂପା ଦର ବୃଦ୍ଧି ସମସ୍ତଙ୍କୁ ଝଟ୍‌କା ଲାଗିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ପାଇଁ…

ତୁର୍କୀରେ ମୋଟ ୫ ଭୂମିକମ୍ପ; ୮ ହଜାରରୁ ଅଧିକ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରୀ

ଇସ୍ତାନବୁଲ: ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଲଗାତର ଭୂମିକମ୍ପର ଗୋଟିଏ ପରେ ଗୋଟିଏ ଝଟକା ତୁର୍କିକୁ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଘର ଭଶୁଡ଼ି ପଡ଼ିଛି। ସାରା ବିଶ୍ୱରୁ ତୁର୍କିକୁ ସହାୟତା ପହଞ୍ଚିଛି। ସୋମବାର ଭୋରରୁ ତୁର୍କିରେ…

ମଧ୍ୟବିତ୍ତଙ୍କୁ RBI ଝଟ୍‌କା; ବଢ଼ିଲା ରେପୋରେଟ୍, ବଢ଼ିବ ଇଏମ୍ଆଇ

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ବଜାର ନିୟନ୍ତ୍ରାଣଧିନ ରହିଛି। ନିକଟରେ ବଜେଟରେ ସରକାର ଟ୍ୟାକ୍ସ କୋହଳ କରି ମଧ୍ୟବିତ୍ତଙ୍କୁ ଆସ୍ୱସ୍ତି ଦେଇଛି। ହେଲେ ଏପଟେ ଆର୍‌ବିଆଇ ରେପୋରେଟ୍ ବୃଦ୍ଧି କରି ପୁଣି ସାଧାରଣ ଜନତାଙ୍କୁ ଝଟ୍‌କା ଦେଇଛି। ରେପୋରେଟ୍‌କୁ ୨୫ ବେସିସ ପଏଣ୍ଟ (୦.୨୫%) ବଢାଇଛି RBI ।…

ଆଦିତ୍ୟ ଠାକରେଙ୍କ କାର୍କେଡ୍ ଉପରେ ପଥର ମାଡ଼

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଶିବସେନା ବିଧାୟକ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ କାର୍‌କେଡ୍ ଉପରେ ପଥରମାଡ଼ ହୋଇଛି। ମଙ୍ଗଳବାର ଔରଙ୍ଗାବାଦର ଭାଇଜୀପୁର ଏରିଆରେ ୟୁବିଟି ଶିବସେନା ‘ଶିବ ସମ୍ବାଦ ଯାତ୍ରା’ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଭାଇଜୀ ଏରିଆରେ…

କବିତା : ସ୍ବାଗତ ଫଗୁଣ

ତରୁଣ କୁମାର ମିଶ୍ର  ଗାଆଁ ମୁଣ୍ଡେ କାଲି ଅଗି ଜଳା ଦେଖି ସକାଳୁ ମାଘୁଆ ଶୀତ , ତା ପେଡ଼ି ପୁଟୁଳା ରୁଣ୍ଡାଇ ଗୋଟାଇ ସଡ଼କେ ଯାଉଛି ଦେଖ । ଆସିଥିଲା ଯେବେ କହୁଥିଲା ବୁଲି ଶିବରାତ୍ରୀ ଯାଏଁ ରହି , ଫେରିବା ଟିକଟ କରିଛି ଆଗରୁ ଜାଗରରେ ଯିବା ପାଇଁ । ତା ଆସିବାବେଳେ ଗେଣ୍ଡୁ…

ବାହାଘରର ପ୍ରଥମ ଫଟୋ ଶେୟାର କରି କହିଲେ ଆମେ ହୋଇଗଲୁ ପରମାନେଣ୍ଟ ବୁକିଂ

ନୂଆଦିଲ୍ଲୀ : ସବୁ ଅପେକ୍ଷାର ଘଟିଲା ଅନ୍ତ । ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିଆରା । ଶେଷରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟ ରାଜସ୍ଥାନର ଜୈସଲମେରର ସୂର୍ଯଗଡ଼ ପ୍ୟାଲେସରେ ବିବାହ କରିଛନ୍ତି। ଉଭୟଙ୍କ…

ଭାଷା ଭାଗବତ : ଏଠାର ସଂସ୍କୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପର୍ବପର୍ବାଣି, ଓଷା, ବ୍ରତ ଉତ୍ସବ, ମେଳା, ନାଟ, ଯାତ ଏ ସବୁ ହୁଏ ରୀତିମତ ରାଜ୍ୟର ଲୋକେ ଓତପ୍ରୋତ ଏଠାରେ ଗୃହସ୍ଥ ସଂସାରୀ ଏ ସବୁ ଆୟୋଜନ କରି ହୁଅଂତି ପ୍ରଥା ରକ୍ଷାକାରୀ ନର ହୁଅଂତୁ ଅବା ନାରୀ ସବୁଠି ଧନ ପ୍ରଦର୍ଶନ ଚାଲେ…

ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…