ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩
ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ…