ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ଶ୍ରୀ କ୍ଷେତ୍ରେଶ୍ୱରୀ ଭାବରେ ପରିଚିତ ମା ବିମଳାଙ୍କ ତ୍ରିରୂପ ଯଥା ମହାକାଳୀ ମହା ସରସ୍ବତୀ ଓ ମହାଲକ୍ଷ୍ମୀ ଙ୍କୁ ଆମେ ଆଜି ଖୋଜିବା…