୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି
ଯାଜପୁର: ଦୀର୍ଘ ୨୨ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ପରିବାର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବାହାରକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ସେ ଯେ ଦିନେ ଘରକୁ ଫେରି ଏ ଆଶା ହରାଇ ସାରିଥିଲେ…