Latest Odisha News

BREAKING NEWS

ବାହାରିଲା ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି ।  ଏ ନେଇ ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ମେରିଟ ତାଲିକା ପ୍ରକାଶ କରାଯାଇଛି । ଏ ନେଇ ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ଶନିବାର ସୂଚନା ଦେଇଛନ୍ତି । ଏଣ୍ଟ୍ରାନ୍ସରେ…

ହଷ୍ଟେଲରୁ ଭୁତ ତଡ଼ିବା ପାଇଁ ଅନ୍ତେବାସୀ ପଢ଼ିିବେ ସୁନ୍ଦରାକାଣ୍ଡ

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସୁଭାଷ ହଷ୍ଟେଲ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ହଷ୍ଟେଲରେ ଏବେ ଭୁତ ଭୟ । ଏହି କାରଣରୁ ଏହାର ଅନ୍ତେବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଭୂତ ଭୟରୁ ମୁକ୍ତି ପାଇବା ପାଇଁ ଛାତ୍ରମାନେ ହଷ୍ଟେଲରେ…

ଗ୍ରାହକଙ୍କ ଟଙ୍କା ଜମା ନ କରି ଲୁଟିନେଲେ କର୍ମଚାରୀ: ଅଡିଟ ବେଳେ ଧରାପଡିଲେ

ଅନୁଗୋଳ: ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ଲୁଟ । ଅଡିଟ ବେଳେ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ । ବ୍ୟାଙ୍କର ଜଣେ  କର୍ମଚାରୀ ଗ୍ରାହକଙ୍କ ଟଙ୍କା ଜମା  ନ କରି ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ…

ଭରଣପୋଷଣ ଦାବି ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର

ପାରାଦୀପ : ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦୀପ ତୈଳବିଶୋଧନାଗାରାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ୍ୟୁକୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଶବରଖି ଧାରଣାରେ ବସିଲେ ପରିବାର ସମେତ ଗ୍ରାମବାସୀ  । ଯେପର୍ଯ୍ୟନ୍ତ ତୈଳବିଶୋଧନାଗାର ତରଫରୁ ମୃତ୍ୟୁ ବରଣ କରିଥିବା ଶ୍ରମିକ ସୁବାଷ ବେହରା…

ପଞ୍ଚମ ଦିନରେ ଆଦିବାସୀ ମେଳା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୧ ସ୍ଥିତ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏ ଯାବତ୍‌ ଅକ୍ଷୁଣ୍ଣ…

ରାସ୍ତାରେ ବୁଲୁଥିଲେ, ଏବେ କମ୍ପାନୀ ଭିତରେ ପଶିଲେ ସିଂହ

ରାଜୁଲା(ଗୁଜରାଟ):ପୁଣି ସହର ଭିତରେ ବୁଲିଲେ ସିଂହ । ଯେମିତି ସ୍ଥାନୀୟ ବାସିନ୍ଦା । ଡର ନାହିଁ କି ଭୟ ନାହିଁ । ଏପଟେ ସିଂହକୁ ଦେଖି ଲୋକଙ୍କ ଘରେ ପଡି ଯାଇଛି ତାଟି କବାଟ । ରାସ୍ତାରେ ବୁଲୁଥିବା ସିଂହ ପାଚେରୀ ଡେଇଁ ଲୋକଙ୍କ ଘର ଭିତରେ ପଶୁଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ଏବେ…

ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା, ଖତ ଖାଉଛି ଆମ୍ବୁଲାନ୍ସ

ନବରଙ୍ଗପୁର : ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା। ଖତ ଖାଉଛି ଯନ୍ତ୍ରପାତି,ଡାକ୍ତରଖାନା ଉପରୁ ତୁଟିଯାଇଛି ଲୋକଙ୍କ ଆଶା । ଚାକିରୀ ବଞ୍ଚାଇବା ପାଇଁ ଡ୍ୟୁଟି କରୁଛନ୍ତି ଷ୍ଟାଫ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ…

ଦୁନିଆର ସବୁଠାରୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ  । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…

ବର ଦେହରେ ହଳଦୀ ଲଗାଉଥିଲେ, ନିଜେ ଟଳିପଡିଲେ

ମୃତ୍ୟୁ କେତେବେଳେ କେଉଁଠି କେଉଁ ରୂପରେ ଆସିବ ତାହା କାହାରିକୁ ଜଣାନଥାଏ । ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଯେଉଁଠି ହସଖୁସିର ମାହୋଲରେ ମୃତ୍ୟୁର ତାଣ୍ଡବ ଖେଳିଛି । ତେବେ ଏମିତି ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ…

ବିଧାୟକ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା

ପ୍ରୟାଗରାଜ: ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡରେ ତାଙ୍କର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ଗାଡିରୁ ଓହ୍ଲାଉଥିବାବେଳେ…