ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ
ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ସେ ଏବେ ରହିଛି। ଏହି ସମୟରେ ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
କ୍ରାଇମବ୍ରାଞ୍ଚର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଗୋପାଳ ଦାସର ମାନସିକ…