Latest Odisha News

BREAKING NEWS

ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇପଡ଼ିଥିବା କଳାହାଣ୍ଡି ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ। ନିଜ ଦ୍ବିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ…

ଭାରତୀୟ ମାଙ୍କଡ଼କୁ ଅଟକ ରଖିଲା ପାକିସ୍ତାନ, ପ୍ରାଣୀ ଉଦ୍ୟାନରେ ବି ଦେଲାନି ଆଶ୍ରୟ

ଇସଲାମାବାଦ : ସାମ୍ନାକୁ ଆସିଲା ପାକିସ୍ତାନର ହିଂସା ।  ଭାରତ ପଟୁ ସୀମା ଡେଇଁଲା ମାଙ୍କଡ଼ । ଅଟକ ରଖିଲା ପାକିସ୍ତାନ । ହେଲେ ପ୍ରାଣୀ ଉଦ୍ୟାନରେ ରଖିବାକୁ ମନା କଲା ପାକିସ୍ତାନ  । କହିଲା ଭାରତ ପଟରୁ ଯେଉଁ ଜୀବଜନ୍ତୁ ପାକିସ୍ତାନ ମଧ୍ୟକୁ ପ୍ରବେଶ କରନ୍ତି, ସେମାନେ ସୀମାରେ ଆଘାତ ପାଇ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ସାମାନ୍ୟ ବିଚଳିତ କଣ୍ଠରେ ଅନୁସନ୍ଧିତ୍ସାର ରଙ୍ଗଭରି ପଚାରିଲା- ତମେ ତେବେ ଆଗରୁ ଆଉ କାହାକୁ ଭଲପାଉଥିଲ କି ? ଅନ୍ୟଥା ଏସବୁ କଥା ଏତେ ଅନର୍ଗଳ କହିପାରୁଛି କିପରି ? ପଦ୍ମିନୀର ଦୁଇ…

କବିତା : କେମିତି ଲେଖିହୁଏ ପ୍ରେମ

ତେଜସ୍ଵିନୀ ପଣ୍ଡା  କେମିତି ଲେଖିହୁଏ ପ୍ରେମ ? ଆଶ୍ୱିନର କାଶତଣ୍ଡୀରେ ନା ପୁରୁଣା ଡାଇରୀ ପୃଷ୍ଠାରେ ! ପ୍ରେମ ଆସେ ରୂପସୀ ନାରୀର ଖିଆଲି ସ୍ୱପ୍ନରେ ପ୍ରେମ ଆସେ ସଦ୍ୟଜନ୍ମ ବଉଳର ମହମହ ବାସ୍ନାରେ। ଲେଖିହୁଏ ପ୍ରେମ ବନ୍ଦୀ ନାୟକର ବିରହ ଯାତ୍ରାରେ ଲେଖିହୁଏ ପ୍ରେମ…

ଭାଷା ଭାଗବତ : ଭାଷାର ନିରାପତ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଷ୍କ୍ରିୟ ହେବା ଯାଏଁ ଭୟ ଅଥବା ମନକୁ ଅଥୟ ନ କରି, ହୋଇଲେ ସକ୍ରିୟ ଭୟକୁ କରିହୁଏ ଜୟ ଆଶାପୋଷିତ ଏକ ମନ ହେଲେ ହେଁ ଅମୂଲ୍ୟ ରତନ ତାହାକୁ କରିଲେ ଉପେକ୍ଷା ମିଳେନି ଅନୁପମ ଶିକ୍ଷା ମନକୁ ସ୍ମୃତିର ଆଧାର ରୂପେ କରିଲେ ବ୍ୟବହାର…

ଚଣା ଭଲ କରିଥାଏ ଅନେକ ରୋଗ…

ସ୍ୱାସ୍ଥ୍ୟପାଇଁ ବରଦାନ ହେଉଛି ଚଣା । ରକ୍ତର ଶର୍କରା ନିୟନ୍ତ୍ରଣ କରିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ  । ଏଥିରେ ଭରପୁର ଆଇରନ୍ ରହିଛି । ବିଶେଷ କରି ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଗୁଡ଼ ସହ ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କଳିଯୁଗର ସ୍ୱରୂପ ଜୀବ ରୂପୀ ପ୍ରଭୁ ବଳଭଦ୍ର, ମାୟା ରୂପୀ ମା ସୁଭଦ୍ରା, ପରମ ରୂପୀ ଶ୍ରୀଜଗନ୍ନାଥ ଓ କାଳ ରୂପୀ ଶ୍ରୀ ସୁଦର୍ଶନଙ୍କ ପ୍ରକଟ ପରେ ପୁନଃ ଦୈବୀ ବାଣୀ…

ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ସର୍ବଭାରତୀୟ ସ୍ତର ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବ ନିଯୁକ୍ତ ଅଧ୍ୟାପକମାନଙ୍କୁ ଆହ୍ୱାନ କରି କହିଛନ୍ତି, ଛାତ୍ରଛାତ୍ରୀ କିଭଳି ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ପ୍ରାୟସ କରନ୍ତୁ। ଯୁବ ଗୋଷ୍ଠୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ। ନବ ନିଯୁକ୍ତ ଅଧ୍ୟାପକମାନେ ସମସ୍ତେ ଶିକ୍ଷା…

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଆୟୁଷ ଡାକ୍ତର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ଶତାଧିକ ଆୟୁଷ (ଆୟୁର୍ବେଦ) ଡାକ୍ତରମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମଜି ଛକରେ ଧାରଣା ଦେଇଛନ୍ତି। ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଙ୍ଘ ବ୍ୟାନରରେ ଏକ ରାଲି କରିଥିଲେ। ଶୋଭାଯାତ୍ରା କରି ଲୋୟର…

ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ସେ ଏବେ ରହିଛି। ଏହି ସମୟରେ ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଗୋପାଳ ଦାସର ମାନସିକ…