Latest Odisha News

BREAKING NEWS

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ…

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଶିବସେନା ନାଁ ଓ…

ଜାମିନ୍‌ରୁ ଆସିବା ପରେ ପୃଥ୍ୱୀ ଶ’ଙ୍କ ବିରୋଧରେ ଓଲଟା କେସ ଦାୟର କଲେ ସପ୍ନା ଗିଲ୍

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ ଓ ସପ୍ନା ଗିଲ୍‌ଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଛି। ସେଲ୍‌ଫୀ ପାଇଁ ମାର୍‌ପିଟ୍ ଘଟଣାରେ ଗତକାଲି ସପ୍ନାଙ୍କୁ ଜାମିନ୍ ମିଳିବା ପରେ ସେ ପୁଣିଥରେ ପୃଥ୍ୱୀ ଶ’ ଓ ତାଙ୍କ ବନ୍ଧୁ ଆଶିଷ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଛନ୍ତି। ମୁମ୍ବାଇ…

ମହିଳା ଟି-୨୦ ବିଶ୍ୱକପ୍‌: ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି ଭାରତ। ଡିଏଲ୍ ମେଥଡ୍‌ରେ ମାତ୍ର ୫ ରନ୍‌ରେ ହାରିଛି ଆୟରଲାଣ୍ଡ। ଦକ୍ଷିଣ ଆଫ୍ରିକାର ଏସ୍‌.ଟି ଜର୍ଜ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି  ୧୫୫ ରନ୍ କରିଥିଲା।…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବାଲେଶ୍ୱରରେ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପିନ୍ଦର ଯାଦବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୭ଟି ରାଜ୍ୟରେ ୭ଟି ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ହେବ…

ଗୋପାଳର ମାନସିକ ଅସୁସ୍ଥତାକୁ ଗୁରୁତ୍ୱ ଦେଉନଥିଲା ପୋଲିସ: ରିପୋର୍ଟ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା। ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା…

ବାବୁସାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ; ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୁନଃ ତଦନ୍ତ ହେବ। ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ…

ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ କନେଷ୍ଟବଳ!

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିକଟରେ ଜାମିନରେ ଖଲାସ ହୋଇଥିବା ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ନିକଟରେ ଝାରସୁଗୁଡାର ଜଣେ କନେଷ୍ଟବଳ ଅନୁପଙ୍କୁ ହତ୍ୟା…

କମ୍ପିବ ବଜେଟ୍ ଅଧିବେଶନ, ଆସନ୍ତା ୨୪ରେ ଆସିବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର :  ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ପ୍ରସ୍ତୁତ ।…