ଭାଇରାଲ୍ ହେଲା ସିଦ୍ଧାର୍ଥ-କିଆରାଙ୍କ ଅନ୍ସିନ୍ ଫଟୋ…
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଲଭବାର୍ଡ କିଆରା-ସିଦ୍ଧାର୍ଥ । ହାତକୁ ଦି ହାତ ହୋଇଛନ୍ତି ଏହି ଲଭବାର୍ଡ । ରାଜକୀୟ ଠାଣିରେ କରିଛନ୍ତି ବିବାହ । ବିବାହ ସ୍ଥାନଠାରୁ ଆରମ୍ଭ କରି ପୋଷାକ ଏବଂ ଖାଦ୍ୟ-ପାନୀୟ ପର୍ଯ୍ୟନ୍ତ ସବୁକିଛି ଗ୍ରାଣ୍ଡ ଢଙ୍ଗରେ ଆୟୋଜନ କରିଥିଲେ। ଦୁହିଁଙ୍କ ବିବାହରେ…