ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି।
ଖବର ସରବରାହ ସଂସ୍ଥା ଏଏନ୍ଆଇ ଟ୍ୱିଟ୍ କରି ଏହି…