Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ରାକେଟ: କୋଚିଂ ସେଣ୍ଟର ମାଲିକ ଅଟକ

ବଲାଙ୍ଗୀର: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଯାଇ ଶନିବାର ବଲାଙ୍ଗୀର ପୁଲିସ ଏକ କୋଚିଂ ସେଣ୍ଟରର ମାଲିକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିବା ସହ ବହୁ ନାମୀଦାମୀ ଅନୁଷ୍ଠାନର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଜବତ କରିଛି। ବଲାଙ୍ଗୀରରେ ପୋଷ୍ଟ ଅଫିସରେ ଚାକିରି…

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ 'ଉତ୍କଳ ରଙ୍ଗମଞ୍ଚ' ପ୍ରେକ୍ଷାଳୟରେ ଓଡ଼ିଶୀ ଆସର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ…

ରାଜ୍ୟ ସ୍ତରୀୟ ଲଉଡ଼ି ଲୋକନୃତ୍ୟ ଶୋଭାଯାତ୍ରା ଓ ନୃତ୍ୟ ଉତ୍ସବ     

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ତରଫରୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ  ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକର ଜିରାଳ ଗୋଠପଡ଼ିଆରେ ଏକ ବିଶାଳ ଲଉଡ଼ି ଲୋକନୃତ୍ୟ ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ…

୨୦୨୨ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦଶତପଥୀ…

ବିବାହ ଭୋଜିରେ ସୁନାଗହଣା ଚୋରି କରୁଥିଲେ ୱେଟର, ବାନ୍ଧିଲା ପୋଲିସ

ରାଉରକେଲା: ୱେଟର ବେଶରେ ଲୁଟେରା । ବିବାହ ଭୋଜିରେ ୱେଟର ଭାବେ କାମ କରୁଥିଲେ, ହେଲେ ମନ ରହୁଥିଲା ଚୋରିରେ । ଏଭଳି ଏକ ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଗିରଫ କରିଛି ରଘୁନାଥପାଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ମୋବାଇଲ୍, ସ୍ମାର୍ଟ ୱାଚ୍ ଜବତ…

ଅଜବ ଅଫର: ଓଜନ ଥିଲେ ୧୫୮ କିଲୋ, ମିଳିବ ମାଗଣାରେ ଖାଦ୍ୟ

ଲାସ୍‌ଭେଗାସ୍‌: ମଲ ହେଉ କି ହୋଟେଲ ବା ଛୋଟବଡ଼ ଦୋକାନ ସମସ୍ତେ ବିଭିନ୍ନ ଅଫର ଦେଇଥାନ୍ତି । ସେଥିଲାଗି ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମଲ ବା ହୋଟେଲ ବର୍ଷ ସାରା ଅଫର ରଖିଥାନ୍ତି । କିନ୍ତୁ ଏମିତି ଏକ ହୋଟେଲ ଅଛି, ଯେଉଁଠି ଅଜବ ଅଫର ରହିଛି । ଅଫରଟି ହେଲା…

ନୀତୁଙ୍କ ପରେ ସ୍ୱିଟୀ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ବକ୍ସରଙ୍କ ପାଇଁ ଆଜି ଖୁସିର ଦିନ । ଦେଶର ଦୁଇ ଷ୍ଟାର ଖେଳାଳି ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ୨ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀତୁ ଘଣସନ ୪୫ରୁ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ଜିତିବା ପରେ ସ୍ୱିଟୀ ବୁରା ୭୫ରୁ ୮୧ କିଗ୍ରା ବିଭାଗରେ ଏହି…

ସାହି ଯାତ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ପୁରୀ:  ଶ୍ରୀକ୍ଷେତ୍ରରେ ହେବାକୁ ଥିବା ସାହିଯାତକୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ପ୍ରସ୍ତୁତି ବୈଠକ  ବାଲି ସାହି ଆଖଡାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହେବାକୁଥିବା ସାହିଯାତକୁ ଜିଲ୍ଲା ପ୍ରଶାସନ ଓ ଆଠ ସାହି ଆଖଡାର ମୁରବୀଙ୍କ ଊପସ୍ଥିତରେ ସାହିଯାତକୁ କିପରି ସରସ ସୁନ୍ଦର…

ହତ୍ୟା ମାମଲାରେ ଗିରଫ ହେଲେ ଅବସରପ୍ରାପ୍ତ ଯବାନ

କଟକ: ଏକ ଗୁଳିକାଣ୍ଡ ହତ୍ୟା ମାମଲାରେ କଟକ ଜିଲ୍ଲା ଆଠଗଡ଼ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଛି । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ ତାରିଖରେ ଜେନାପଡ଼ାରେ ଗୁଳିକାଣ୍ଡ ହୋଇଥିଲା । ପିଲାଟି ଦିନରୁ ଅଭିଯୁକ୍ତ ବଂଶୀଧର ନାୟକ ଓରଫ୍…